iOS 18
iPhoneରେ News ୱିଜେଟ୍ ବ୍ଯବହାର କରନ୍ତୁ
ଆପଣ କେବଳ “ଟୁଡେ” କିମ୍ବା “ଟପିକ୍ ୱିଜେଟ୍”ରେ ଟାପ୍ କରି News ଆପ୍ରୁ ଦିନର ମୂଖ୍ଯ ଏବଂ ଟ୍ରେଣ୍ଡ୍ କରୁଥିବା ଷ୍ଟୋରି ସହିତ ଆପଣଙ୍କ ପସନ୍ଦର ଷ୍ଟୋରି ଦେଖିପାରିବେ।
News ୱିଜେଟ୍ରୁ ଷ୍ଟୋରି ଆକ୍ସେସ୍ କରନ୍ତୁ
“ଟୁଡେ” କିମ୍ବା ଟପିକ୍ ୱିଜେଟ୍ରେ, Newsରେ ଷ୍ଟୋରି ଖୋଲିବା ପାଇଁ ଏକ ଷ୍ଟୋରି ହେଡ୍ଲାଇନ୍ରେ ଟାପ୍ କରନ୍ତୁ।
ଏହା ମଧ୍ୟ ଦେଖନ୍ତୁକେବଳ iPhoneରେ ଆପଣଙ୍କ ପାଇଁ ଚୟନ କରାଯାଇଥିବା ନ୍ଯୁଜ୍ ଷ୍ଟୋରି ଦେଖନ୍ତୁ