iPhone ୟୁଜର୍ ଗାଇଡ୍
- ସ୍ୱାଗତ
-
-
- କ୍ଯାଲେଣ୍ଡର୍ରେ ଇଭେଣ୍ଟ୍ ତିଆରି ଏବଂ ଏଡିଟ୍ କରନ୍ତୁ
- ଆମନ୍ତ୍ରଣ ପଠାନ୍ତୁ
- ଆପଣଙ୍କ ଇଭେଣ୍ଟ୍ କିପରି ଦେଖାଯିବ ତାହା ପରିବର୍ତ୍ତନ କରନ୍ତୁ
- ଇଭେଣ୍ଟ୍ ପାଇଁ ସର୍ଚ୍ଚ୍ କରନ୍ତୁ
- ଇଭେଣ୍ଟ୍ଗୁଡ଼ିକୁ ଏକ ଭିନ୍ନ ଟାଇମ୍ ଜୋନ୍ରେ ଶେଡ୍ୟୂଲ୍ କିମ୍ବା ଡିସ୍ପ୍ଲେ କରନ୍ତୁ
- ଇଭେଣ୍ଟ୍ଗୁଡ଼ିକ ଉପରେ ନଜର ରଖନ୍ତୁ
- ଏକାଧିକ କ୍ଯାଲେଣ୍ଡର୍ ବ୍ଯବହାର କରନ୍ତୁ
- ରିମାଇଣ୍ଡର୍ ବ୍ଯବହାର କରନ୍ତୁ
- ଛୁଟିଦିନର କ୍ଯାଲେଣ୍ଡର୍ ବ୍ଯବହାର କରନ୍ତୁ
-
- ଏକ FaceTime ଲିଙ୍କ୍ ତିଆରି କରନ୍ତୁ
- ଲାଇଭ୍ କ୍ଯାପ୍ସନ୍ ଏବଂ ଲାଇଭ୍ ଅନୁବାଦ ବ୍ଯବହାର କରନ୍ତୁ
- ଏକାଠି ଦେଖିବା, ଶୁଣିବା ଏବଂ ଖେଳିବା ପାଇଁ SharePlay ବ୍ଯବହାର କରନ୍ତୁ
- FaceTime ରେ ଏକ ଡକ୍ଯୁମେଣ୍ଟ୍ ସହ ସହଯୋଗ କରନ୍ତୁ
- FaceTime କଲ୍ ଅନ୍ଯ Apple ଡିଭାଇସ୍କୁ ହ୍ଯାଣ୍ଡ୍ ଅଫ୍ କରନ୍ତୁ
- iPhone ରେ FaceTime କଲ୍ ସମୟରେ କ୍ୟାମେରା କଣ୍ଟ୍ରୋଲ୍ ବ୍ଯବହାର କରନ୍ତୁ
- କଲ୍ ଛାଡ଼ି ଯାଆନ୍ତୁ କିମ୍ବା ମେସେଜ୍କୁ ସ୍ୱିଚ୍ କରନ୍ତୁ
- FaceTime କଲ୍ ବ୍ଲକ୍ କରନ୍ତୁ ଏବଂ ଏହାକୁ ସ୍ପାମ୍ ଭାବରେ ରିପୋର୍ଟ୍ କରନ୍ତୁ
- କଲ୍ ଯାଞ୍ଚ ଏବଂ ଫିଲ୍ଟର୍
-
- ଆପଣଙ୍କ Game Center ପ୍ରୋଫାଇଲ୍ ସେଟ୍ ଅପ୍ କରନ୍ତୁ
- ଗେମ୍ ଖୋଜନ୍ତୁ ଏବଂ ଡାଉନ୍ଲୋଡ୍ କରନ୍ତୁ
- Apple Arcade କୁ ସବ୍ସ୍କ୍ରାଇବ୍ କରନ୍ତୁ
- Apple Games ଆପ୍ରେ ବନ୍ଧୁଙ୍କ ସହ ସଂଯୋଗ କରନ୍ତୁ
- Apple Games ଆପ୍ରେ ବନ୍ଧୁମାନଙ୍କ ସହ ଖେଳନ୍ତୁ
- ଆପଣଙ୍କ ଗେମ୍ ଲାଇବ୍ରେରି ପରିଚାଳନା କରନ୍ତୁ
- ଗେମ୍-ସମ୍ବନ୍ଧୀୟ ସେଟିଂସ୍ ପରିବର୍ତ୍ତନ କରନ୍ତୁ
- ଗେମ୍ରେ ଏକ ସମସ୍ୟା ରିପୋର୍ଟ୍ କରନ୍ତୁ
-
- ପାସ୍ୱର୍ଡ୍ ବ୍ଯବହାର କରନ୍ତୁ
- ଏକ ଓ୍ବେବ୍ସାଇଟ୍ କିମ୍ବା ଆପ୍ ପାଇଁ ପାସ୍ୱର୍ଡ୍ ପରିବର୍ତ୍ତନ କରନ୍ତୁ
- ଏକ ଓ୍ବେବ୍ସାଇଟ୍ କିମ୍ବା ଆପ୍ ପାଇଁ ଏକ ପାସ୍ୱର୍ଡ୍ ତିଆରି କରନ୍ତୁ
- ଆପଣଙ୍କ ପାସ୍ୱର୍ଡ୍ ଏବଂ ସମ୍ବନ୍ଧିତ ସୂଚନା ଦେଖନ୍ତୁ
- ଆପଣଙ୍କ Wi-Fi ପାସ୍ୱର୍ଡ୍ ଖୋଜନ୍ତୁ ଏବଂ ଶେୟର୍ କରନ୍ତୁ
- AirDrop ସହିତ ସୁରକ୍ଷିତ ଭାବରେ ପାସ୍ୱର୍ଡ୍ ଶେୟର୍ କରନ୍ତୁ
- SMS ପାସ୍କୋଡ୍କୁ ସ୍ୱୟଂଚାଳିତ ଭାବରେ ପୂରଣ କରନ୍ତୁ
- କମ୍ CAPTCHA ଚ୍ୟାଲେଞ୍ଜ୍ ସହିତ ସାଇନ୍ ଇନ୍ କରନ୍ତୁ
- ସୁରକ୍ଷା କୀ’ ବ୍ଯବହାର କରନ୍ତୁ
-
- ଫଟୋ ଏବଂ ଭିଡିଓ ଦେଖନ୍ତୁ
- ରେଫରେନ୍ସ୍ ଇମେଜ୍ ଭ୍ୟୂ କରନ୍ତୁ
- ଫଟୋ ଏବଂ ଭିଡିଓ ସୂଚନା ଦେଖନ୍ତୁ
- ଷ୍ଟାର୍ ରେଟିଂ ଲାଗୁ କରନ୍ତୁ
- ଫଟୋ କ୍ଲୀନ୍ ଅପ୍, ବିସ୍ତାର ଏବଂ ରୀଫ୍ରେମ୍ କରନ୍ତୁ
- ଭିଡିଓ ଫ୍ରେମ୍କୁ ଏକ ଫଟୋ ଭାବରେ ସେଭ୍ କରନ୍ତୁ
- iCloud ସହାୟତାରେ ଆପଣଙ୍କ ଫଟୋ ଏବଂ ଭିଡିଓର ବ୍ୟାକ୍ଅପ୍ ନିଅନ୍ତୁ ଏବଂ ସିଙ୍କ୍ କରନ୍ତୁ
- ଫଟୋ ଏବଂ ଭିଡିଓ ଇମ୍ପୋର୍ଟ୍ ଏବଂ ଏକ୍ସପୋର୍ଟ୍ କରନ୍ତୁ
- ଫଟୋ ପ୍ରିଣ୍ଟ୍ କରନ୍ତୁ
-
- ସେଟ୍ଅପ୍ ସମୟରେ ଆକ୍ସେସିବିଲିଟି ଫୀଚର୍ ବ୍ୟବହାର କରନ୍ତୁ
-
- VoiceOver ଜେଶ୍ଚର୍ ବ୍ଯବହାର କରନ୍ତୁ
- VoiceOver ଅନ୍ ଥିବା ସମୟରେ iPhone ପରିଚାଳନା କରନ୍ତୁ
- ରୋଟର୍ ବ୍ଯବହାର କରି VoiceOver ନିୟନ୍ତ୍ରଣ କରନ୍ତୁ
- ଅନ୍ ସ୍କ୍ରୀନ୍ କୀ’ବୋର୍ଡ୍ ବ୍ଯବହାର କରନ୍ତୁ
- ସ୍କ୍ରୀନ୍ ଅଫ୍ ରଖନ୍ତୁ
- ଏକ ବ୍ରେଲ୍ ଡିସ୍ପ୍ଲେ ବ୍ଯବହାର କରନ୍ତୁ
- ସ୍କ୍ରୀନ୍ରେ ବ୍ରେଲ୍ ଟାଇପ୍ କରନ୍ତୁ
- ଏକ ପଏଣ୍ଟର୍ ଡିଭାଇସ୍ ସହିତ VoiceOver ବ୍ଯବହାର କରନ୍ତୁ
- ଆପଣଙ୍କ ସ୍କ୍ରୀନ୍ରେ ଏବଂ ଆପଣଙ୍କ ଚାରିପାଖରେ କ’ଣ ଅଛି ଶୁଣନ୍ତୁ
- ଆପ୍ରେ VoiceOver ବ୍ଯବହାର କରନ୍ତୁ
-
- ଶ୍ରବଣ ପାଇଁ ଆକ୍ସେସିବିଲିଟି ଫୀଚର୍ଗୁଡ଼ିକର ସମୀକ୍ଷା
- ଶ୍ରବଣ ଡିଭାଇସ୍ ବ୍ୟବହାର କରନ୍ତୁ
- “ଲାଇଭ୍ ଶୁଣନ୍ତୁ” ବ୍ଯବହାର କରନ୍ତୁ
- ସାଉଣ୍ଡ୍ ଚିହ୍ନଟକରଣ ବ୍ଯବହାର କରନ୍ତୁ
- ଆପଣଙ୍କ ନାମ ଡକାଯିବା ସମୟରେ ସୂଚନା ପ୍ରାପ୍ତ କରନ୍ତୁ
- ବ୍ଯାକ୍ଗ୍ରାଉଣ୍ଡ୍ ସାଉଣ୍ଡ୍ ଚଲାନ୍ତୁ
- କଥିତ ଅଡିଓର ଲାଇଭ୍ କ୍ଯାପ୍ସନ୍ ପ୍ରାପ୍ତ କରନ୍ତୁ
- ଟାପ୍, ଟେକ୍ସ୍ଚର୍ ଏବଂ ଆହୁରି ଅନେକ ପ୍ରକାର ମ୍ଯୂଜିକ୍ ଚଲାନ୍ତୁ
- CarPlay ରେ ସାଉଣ୍ଡ୍ ବିଷୟରେ ସୂଚନା ପ୍ରାପ୍ତ କରନ୍ତୁ
- କପିରାଇଟ୍ ଓ ଟ୍ରେଡ୍ମାର୍କ୍
iPhone ରେ ୱିଜେଟ୍ ଯୋଡ଼ନ୍ତୁ, ଏଡିଟ୍ କରନ୍ତୁ ଏବଂ କାଢ଼ି ଦିଅନ୍ତୁ
ୱିଜେଟ୍ କ’ଣ?
ୱିଜେଟ୍ ଆପଣଙ୍କୁ ଗୋଟିଏ ଝଲକରେ ଏକ ଆପ୍ରୁ ସାମ୍ପ୍ରତିକ ସୂଚନା ଦେଖିବାର ଏକ ସହଜ ଉପାୟ ପ୍ରଦାନ କରେ—ଆଜିର ମୁଖ୍ୟ ଖବର, ପାଣିପାଗ, ରିମାଇଣ୍ଡର, ବ୍ୟାଟରି ଲେଭଲ୍ ଇତ୍ଯାଦି। ଏହି ସୂଚନାକୁ ନିଜ ହାତପାହାନ୍ତାରେ ରଖିବାକୁ ଆପଣ ୱିଜେଟ୍ଗୁଡ଼ିକୁ “ଆଜିର ଭ୍ଯୁରେ” ଦେଖିପାରିବେ ଏବଂ ସେଗୁଡ଼ିକୁ ଆପଣଙ୍କ ହୋମ୍ ସ୍କ୍ରୀନ୍ କିମ୍ୱା ଲକ୍ ସ୍କ୍ରୀନ୍ରେ ଯୋଡ଼ିପାରିବେ।
ଟିପ୍: ଏକ ସ୍ମାର୍ଟ୍ ଷ୍ଟାକ୍ (ଏହା ପାଖରେ ଥିବା ବିନ୍ଦୁ ସହିତ ଏକ ୱିଜେଟ୍) ହେଉଛି ୱିଜେଟ୍ର ଏକ ମିଳିତ ସେଟ୍ ଯାହା ଆପଣଙ୍କ ଦିନର ଉପଯୁକ୍ତ ସମୟରେ ସବୁଠାରୁ ପ୍ରାସଙ୍ଗିକ ୱିଜେଟ୍ ସ୍ବୟଂଚାଳିତ ଭାବରେ ପ୍ରଦର୍ଶନ କରିବାକୁ ସମୟ, ଆପଣଙ୍କ ଲୋକେଶନ୍ ଏବଂ ଆକ୍ଟିଭିଟି ପରି ସୂଚନା ବ୍ୟବହାର କରେ। ଆପଣ ୱିଜେଟ୍ ଗ୍ଯାଲେରିରୁ ହୋମ୍ ସ୍କ୍ରୀନ୍ରେ ଏକ ସ୍ମାର୍ଟ୍ ଷ୍ଟାକ୍ ଯୋଡ଼ିପାରିବେ, ତା’ପରେ ଏଥିରେ ଥିବା ୱିଜେଟ୍ଗୁଡ଼ିକୁ ଦେଖିବା ପାଇଁ ଏହାକୁ ଉପରକୁ ଓ ତଳକୁ ସ୍ୱାଇପ୍ କରିପାରିବେ।
ଆପଣଙ୍କ ହୋମ୍ ସ୍କ୍ରୀନ୍ରେ ଏକ ୱିଜେଟ୍ ଯୋଡ଼ନ୍ତୁ
ହୋମ୍ ସ୍କ୍ରୀନ୍କୁ ଯାଆନ୍ତୁ, ତା’ପରେ ହୋମ୍ ସ୍କ୍ରୀନ୍ ପୃଷ୍ଠାକୁ ଖୋଜନ୍ତୁ ଯେଉଁଠାରେ ଆପଣ ୱିଜେଟ୍ ଯୋଡ଼ିବାକୁ ଚାହୁଁଛନ୍ତି।
ଆପ୍ ଜିଗଲ୍ କରିବା ଆରମ୍ଭ ନକରିବା ପର୍ଯ୍ଯନ୍ତ ବ୍ଯାକ୍ଗ୍ରାଉଣ୍ଡ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ,
ରେ ଟାପ୍ କରନ୍ତୁ ତା’ପରେ “ୱିଜେଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।
ଆପଣ ଚାହୁଁଥିବା ୱିଜେଟ୍ ଖୋଜିବା ପାଇଁ ସ୍କ୍ରୋଲ୍ କରନ୍ତୁ କିମ୍ବା ସର୍ଚ୍ଚ୍ କରନ୍ତୁ, ଏଥିରେ ଟାପ୍ କରନ୍ତୁ, ତା’ପରେ ସାଇଜ୍ ଏବଂ ଷ୍ଟାଇଲ୍ ବିକଳ୍ପ ମଧ୍ୟରେ ସ୍ୱାଇପ୍ କରନ୍ତୁ।
ଆପଣ ଚାହୁଁଥିବା ସାଇଜ୍କୁ ଦେଖିଲେ, “ୱିଜେଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।
ଆପ୍ ତଥାପି ଜିଗ୍ଲିଂ କରୁଥିବା ବେଳେ, ୱିଜେଟ୍କୁ ଆପଣ ଚାହୁଁଥିବା ସ୍ଥାନକୁ ମୂଭ୍ କରନ୍ତୁ, ତା'ପରେ
ରେ ଟାପ୍ କରନ୍ତୁ।
ଆପଣଙ୍କ ଲକ୍ ସ୍କ୍ରୀନ୍ରେ ଏକ ୱିଜେଟ୍ କିପରି ଯୋଡ଼ିବେ ତାହା ଜାଣିବା ପାଇଁ, ଆପଣଙ୍କ ଲକ୍ ସ୍କ୍ରୀନ୍ ଏଡିଟ୍ କରନ୍ତୁ କିମ୍ବା ଏକ ନୂଆ ତିଆରି କରନ୍ତୁ ଦେଖନ୍ତୁ।
ଏକ ଆପ୍ ଆଇକନ୍କୁ ଏକ ୱିଜେଟରେ ପରିଣତ କରନ୍ତୁ
ଆପଣ ଏକ ଆପ୍ ଆଇକନ୍ରୁ ଶୀଘ୍ର ଏକ ୱିଜେଟ୍ ତିଆରି କରିପାରିବେ।
ଆପଣଙ୍କ ହୋମ୍ ସ୍କ୍ରୀନ୍ରେ ଆପ୍ ଆଇକନ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।
ୱିଜେଟ୍ର ସାଇଜ୍ ବାଛିବା ପାଇଁ, ପପ୍-ଅପ୍ ମେନ୍ୟୂର ତଳେ ଥିବା ଆଇକନ୍ଗୁଡ଼ିକ ମଧ୍ୟରୁ ଗୋଟିଏରେ ଟାପ୍ କରନ୍ତୁ।
ୱିଜେଟ୍କୁ ପୁଣି ଏକ ଆପ୍ ଆଇକନ୍ରେ ପରିବର୍ତ୍ତନ କରିବାକୁ, ଏହାକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ରେ ଟାପ୍ କରନ୍ତୁ।
ୱିଜେଟ୍ ସହିତ ଇଣ୍ଟରାକ୍ଟ୍ କରନ୍ତୁ
ଆପଣ ନିଜ ହୋମ୍ ସ୍କ୍ରୀନ୍, ଲକ୍ ସ୍କ୍ରୀନ୍ କିମ୍ବା ଷ୍ଟାଣ୍ଡ୍ବାଏ ରେ ଥିବା ଓ୍ବିଜେଟ୍ରେ ଟାପ୍ କରି ଟାସ୍କ୍ କରିପାରିବେ। ଏକ ଆଇଟମ୍ ଚେକ୍ କରିବାକୁ ରିମାଇଣ୍ଡର୍ ଆପ୍ ୱିଜେଟ୍ରେ ଥିବା ସେହି ଆଇଟମ୍ରେ ଟାପ୍ କରନ୍ତୁ, ଏକ ଏପିସୋଡ୍ ଚଲାଇବା ପାଇଁ ପଡ୍କାଷ୍ଟ୍ ଆପ୍ ୱିଜେଟ୍ରେ ରେ ଟାପ୍ କରନ୍ତୁ କିମ୍ବା ଆପଣଙ୍କ ଲିଭିଂ ରୂମ୍ର ଲାଇଟ୍ ଚାଲୁ କରିବା ପାଇଁ ହୋମ୍ ୱିଜେଟ୍ରେ ଟାପ୍ କରନ୍ତୁ—କୌଣସି ଆପ୍ ନଖୋଲି ଏସବୁ କରନ୍ତୁ।
ଆପଣଙ୍କ ହୋମ୍ ସ୍କ୍ରୀନ୍ରେ ଏକ ୱିଜେଟ୍ ଏଡିଟ୍ କରନ୍ତୁ
ଆପଣ ନିଜ ହୋମ୍ ସ୍କ୍ରୀନ୍ରୁ ଅଧିକାଂଶ ୱିଜେଟ୍କୁ ଆଡ୍ଜଷ୍ଟ୍ କରିପାରିବେ ଯାହା ଦ୍ୱାରା ସେଗୁଡ଼ିକ ଆପଣ ଦେଖିବାକୁ ଚାହୁଁଥିବା ସୂଚନା ଡିସ୍ପ୍ଲେ କରିବେ। ଉଦାହରଣ ସ୍ୱରୂପ, ଏକ Mail ୱିଜେଟ୍ ପାଇଁ, ଆପଣ ୱିଜେଟ୍ରେ ଦେଖାଯାଇଥିବା ମେଲ୍ବକ୍ସ୍ରେ ଟାପ୍ କରିପାରିବେ, ତା'ପରେ ଏକ ଭିନ୍ନ ମେଲ୍ବକ୍ସ୍ ବାଛିପାରିବେ ଯାହା ଦ୍ୱାରା ସେହି ମେଲ୍ବକ୍ସ୍ରେ ଥିବା ମେସେଜ୍ଗୁଡ଼ିକ ୱିଜେଟ୍ରେ ଡିସ୍ପ୍ଲେ ହେବ।
ୱିଜେଟ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।
“ୱିଜେଟ୍ ଏଡିଟ୍ କରନ୍ତୁ” (କିମ୍ବା ଷ୍ଟାକ୍ ଏଡିଟ୍ କରନ୍ତୁ, ଯଦି ଏହା ସ୍ମାର୍ଟ୍ ଷ୍ଟାକ୍ ଅଟେ)ରେ ଟାପ୍ କରନ୍ତୁ, ତା’ପରେ ବିକଳ୍ପ ବାଛନ୍ତୁ।
ଏକ ସ୍ମାର୍ଟ୍ ଷ୍ଟାକ୍ ପାଇଁ, ଆପଣ ଷ୍ଟାକ୍ ମଧ୍ୟରେ ୱିଜେଟ୍ଗୁଡ଼ିକୁ ଡ୍ରାଗ୍ କରି ସେଗୁଡ଼ିକୁ ପୁଣି କ୍ରମରେ ସଜାଇପାରିବେ, ସ୍ମାର୍ଟ୍ ଷ୍ଟାକ୍ରୁ ଏକ ୱିଜେଟ୍କୁ ହୋମ୍ ସ୍କ୍ରୀନ୍କୁ ଡ୍ରାଗ୍ କରନ୍ତୁ, କିମ୍ବା ଏକ ୱିଜେଟ୍କୁ ଏହାର ଉପର-ବାମ କୋଣରେ ଥିବା
ରେ ଟାପ୍ କରି କାଢ଼ି ଦିଅନ୍ତୁ।
“ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।
ଆଜିର ଦୃଶ୍ଯରେ ୱିଜେଟ୍ ଦେଖନ୍ତୁ
ଆଜିର ଦୃଶ୍ଯରେ ୱିଜେଟ୍ ଦେଖିବା ପାଇଁ, ହୋମ୍ ସ୍କ୍ରୀନ୍ର ବାମ ପାର୍ଶ୍ୱରୁ ଡାହାଣକୁ ସ୍ୱାଇପ୍ କରନ୍ତୁ, ତା’ପରେ ଉପର ଏବଂ ତଳକୁ ସ୍କ୍ରୋଲ୍ କରନ୍ତୁ।
iPhone ଲକ୍ ଥିବା ସମୟରେ ଆଜିର ଭ୍ୟୂ’ରେ ୱିଜେଟ୍ ଦେଖନ୍ତୁ
ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍
କୁ ଯାଆନ୍ତୁ।
Face ID ଓ ପାସ୍କୋଡ୍ (Face ID ଥିବା ଏକ iPhone ରେ) କିମ୍ବା Touch ID ଓ ପାସ୍କୋଡ୍ (iPhone Duo କିମ୍ବା iPhone SE) ରେ ଟାପ୍ କରନ୍ତୁ।
ନିଶ୍ଚିତ କରନ୍ତୁ ଯେ ଆଜିର ଦୃଶ୍ୟ ଏବଂ ସନ୍ଧାନ ଚାଲୁ ଅଛି (“ଲକ୍ ହୋଇଥିବା ସମୟରେ ଆକ୍ସେସ୍ ଅନୁମତି ଦିଅନ୍ତୁ” ତଳେ)।