
Apple Sports ଆପ୍ ୟୂଜର୍ ଗାଇଡ୍
ଆପଣଙ୍କ ଫେଭରିଟ୍ ଟୀମ୍ ଓ ଲୀଗ୍କୁ ଫଲୋ କରିବା ପାଇଁ ଆପଣଙ୍କର ନୂଆ ଠିକଣା

ଆପଣଙ୍କ ଗେମ୍ ଅନ୍ କରନ୍ତୁ
Apple Sports ହେଉଛି କ୍ରୀଡ଼ା ପ୍ରଶଂସକଙ୍କ ପାଇଁ ନିର୍ମିତ ଏକ ଅଲ୍ଟ୍ରାଫାଷ୍ଟ୍ ଏବଂ ନାଭିଗେଟ୍ କରିବା ପାଇଁ ସହଜ ଆପ୍। ରିଅଲ୍-ଟାଇମ୍ ସ୍କୋର୍ ଏବଂ ଷ୍ଟାଟ୍ ସହିତ ଅପ୍-ଟୁ-ସ୍ପୀଡ୍ ରୁହନ୍ତୁ କିମ୍ବା ଆପଣଙ୍କ iPhone ଲକ୍ ସ୍କ୍ରୀନ୍ ଏବଂ ଆପଣଙ୍କ Apple Watch ରେ ଲାଇଭ୍ ସ୍କୋର୍ ଏବଂ ପ୍ଲେ ଅପ୍ଡେଟ୍ ଦେଖିବା ପାଇଁ ଲାଇଭ୍ ଆକ୍ଟିଭିଟି ଚାଲୁ କରନ୍ତୁ (iOS 18 କିମ୍ବା ପରବର୍ତ୍ତୀ ଏବଂ watchOS 11 କିମ୍ବା ପରବର୍ତ୍ତୀ ଆବଶ୍ୟକ)।
ଆପଣ ବକ୍ସ୍ ସ୍କୋର୍, ପ୍ଲେ-ବାଏ-ପ୍ଲେ, ଟୀମ୍ ଷ୍ଟାଟ୍, ଲାଇନ୍ଅପ୍ ସୂଚନା ଏବଂ ବେଟିଂ ଅଡ୍ସ୍ (ଯେଉଁଠାରେ ଉପଲବ୍ଧ) ସହିତ ଅଧିକ ସୂଚନା ପାଇପାରିବେ କିମ୍ବା Apple TV ଆପ୍ ଏବଂ ସଂଯୁକ୍ତ ଷ୍ଟ୍ରୀମିଂ ଆପ୍ରେ ଲାଇଭ୍ ଗେମ୍ ଦେଖିବା ପାଇଁ ଟାପ୍ କରିପାରିବେ।

ଆପଣଙ୍କ ଟୀମ୍ ଓ ଲୀଗ୍କୁ ଫଲୋ କରନ୍ତୁ

ସ୍କୋର୍ ଏବଂ ପରିସଂଖ୍ୟାନ ଟ୍ରାକ୍ କରନ୍ତୁ

ଆପଣଙ୍କ ଲାଇନ୍ଅପ୍ ପରିଚାଳନା କରନ୍ତୁ
Apple Sports ୟୂଜର୍ ଗାଇଡ୍ ଏକ୍ସ୍ପ୍ଲୋର୍ କରିବାକୁ, ପୃଷ୍ଠାର ଶୀର୍ଷରେ ଥିବା ବିଷୟସୂଚୀରେ କ୍ଲିକ୍ କରନ୍ତୁ କିମ୍ୱା ସର୍ଚ୍ଚ୍ ଫିଲ୍ଡ୍ରେ ଏକ ଶବ୍ଦ କିମ୍ୱା ବାକ୍ୟାଂଶ ଲେଖନ୍ତୁ।