Copyright
Building Healthy Digital Habits: A Guide for Families Copyright © 2026 Apple Inc. ସର୍ବାଧିକାର ସଂରକ୍ଷିତ।
Apple, Apple ଲୋଗୋ, AirDrop, Apple Books, Apple Music, Apple Pencil, Apple Watch, FaceTime, iMac, iPad, iPadOS, iPhone, Mac, macOS, Night Shift, Safari, Siri, visionOS ଏବଂ watchOS ହେଉଛି Apple Inc.ର ଟ୍ରେଡ୍ମାର୍କ୍, ଯାହା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟ ଦେଶ ଓ ଅଞ୍ଚଳରେ ପଞ୍ଜିକୃତ ହୋଇଛି।
App Store ହେଉଛି Apple Inc.ର ଏକ ସର୍ଭିସ୍ ମାର୍କ୍ ଯାହା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟ ଦେଶ ଓ ଅଞ୍ଚଳରେ ପଞ୍ଜିକୃତ ହୋଇଛି।
Apple
One Apple Park Way
Cupertino, CA 95014
American Academy of Pediatrics ଏବଂ American Academy of Pediatrics ଲୋଗୋ ହେଉଛି American Academy of Pediatrics ର ପଞ୍ଜିକୃତ ଟ୍ରେଡ୍ମାର୍କ୍ ଏବଂ ତାହା ଲାଇସେନ୍ସ୍ ଅଧୀନରେ ବ୍ୟବହୃତ ହୁଏ।
IOS ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ତଥା ଅନ୍ୟ ଦେଶରେ Cisco ର ଏକ ଟ୍ରେଡ୍ମାର୍କ୍ କିମ୍ବା ପଞ୍ଜିକୃତ ଟ୍ରେଡ୍ମାର୍କ୍ ଏବଂ ତାହା ଲାଇସେନ୍ସ୍ ଅଧୀନରେ ବ୍ୟବହୃତ ହୁଏ।
ଏଠାରେ ଉଲ୍ଲେଖ କରାଯାଇଥିବା ଅନ୍ୟ କମ୍ପାନି ଏବଂ ପ୍ରଡକ୍ଟ୍ର ନାମ ଓ ଲୋଗୋ ସେହି କମ୍ପାନିଗୁଡ଼ିକର ଟ୍ରେଡ୍ମାର୍କ୍ ହୋଇପାରେ।
ଏହି ମାନୁଆଲ୍ରେ ଥିବା ସୂଚନା ସଠିକ୍ ଥିବା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଛି। ପ୍ରିଣ୍ଟିଂ କିମ୍ବା ଲେଖାଗତ ତ୍ରୁଟି ପାଇଁ Apple ଦାୟୀ ନୁହେଁ।
କେତେକ ଆପ୍ ଏବଂ ଫୀଚର୍ ସବୁ ଅଞ୍ଚଳରେ ଉପଲବ୍ଧ ନାହିଁ। ଆପ୍ ଏବଂ ଫୀଚର୍ ଉପଲବ୍ଧତା ପରିବର୍ତ୍ତିତ ହୋଇପାରେ।