iPad ୟୂଜର୍ ଗାଇଡ୍
- ସ୍ୱାଗତ
-
-
- iPadOS 27 ସହିତ ସୁସଙ୍ଗତ iPad ମଡେଲ୍
- iPad mini (6ଷ୍ଠ ଜେନରେଶନ୍)
- iPad mini (A17 Pro)
- iPad (9ମ ଜେନରେଶନ୍)
- iPad (10ମ ଜେନେରେଶନ୍)
- iPad (A16)
- iPad Air (4ର୍ଥ ଜେନେରେଶନ୍)
- iPad Air (5ମ ଜେନରେଶନ୍)
- iPad Air 11-ଇଞ୍ଚ୍ (M2)
- iPad Air 13-ଇଞ୍ଚ୍ (M2)
- iPad Air 11-ଇଞ୍ଚ୍ (M3)
- iPad Air 13-ଇଞ୍ଚ୍ (M3)
- iPad Air 11-ଇଞ୍ଚ୍ (M4)
- iPad Air 13-ଇଞ୍ଚ୍ (M4)
- iPad Pro 11-ଇଞ୍ଚ୍ (2ୟ ଜେନରେଶନ୍)
- iPad Pro 11-ଇଞ୍ଚ୍ (3ୟ ଜେନରେଶନ୍)
- iPad Pro 11-ଇଞ୍ଚ୍ (4ର୍ଥ ଜେନରେଶନ୍)
- iPad Pro 11-ଇଞ୍ଚ୍ (M4)
- iPad Pro 11-ଇଞ୍ଚ୍ (M5)
- iPad Pro 12.9-ଇଞ୍ଚ୍ (4ର୍ଥ ଜେନରେଶନ୍)
- iPad Pro 12.9-ଇଞ୍ଚ୍ (5ମ ଜେନରେଶନ୍)
- iPad Pro 12.9-ଇଞ୍ଚ୍ (6ଷ୍ଠ ଜେନରେଶନ୍)
- iPad Pro 13-ଇଞ୍ଚ୍ (M4)
- iPad Pro 13-ଇଞ୍ଚ୍ (M5)
- ସେଟ୍ଅପ୍ ବିଷୟରେ ସାଧାରଣ ଧାରଣା
- ଆପଣଙ୍କର iPadକୁ ନିଜର କରନ୍ତୁ
- iPad ରେ ଆପଣଙ୍କ ଓ୍ବର୍କ୍ଫ୍ଲୋକୁ ଷ୍ଟ୍ରୀମ୍ଲାଇନ୍ କରନ୍ତୁ
- Apple Pencil ରେ ଅଧିକ କାର୍ଯ୍ୟ କରନ୍ତୁ
-
- iPadOS 27 ରେ କ’ଣ ନୂଆ ଅଛି
-
- iPad ଚାଲୁ କରି ସେଟ୍ ଅପ୍ କରନ୍ତୁ
- ସକ୍ରିୟ କରନ୍ତୁ, ଅନ୍ଲକ୍ କରନ୍ତୁ ଏବଂ ଲକ୍ କରନ୍ତୁ
- ଇଣ୍ଟରନେଟ୍ ସହିତ ସଂଯୋଗ କରନ୍ତୁ
- Wi-Fi ସେଟିଂସ୍ ପରିଚାଳନା କରନ୍ତୁ
- ମୋବାଇଲ୍ ସେବା ସେଟ୍ ଅପ୍ କରନ୍ତୁ
- ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ
- ମେଲ୍, କଣ୍ଟାକ୍ଟ୍ ଏବଂ କ୍ଯାଲେଣ୍ଡର୍ ଆକାଉଣ୍ଟ୍ ସେଟ୍ ଅପ୍ କରନ୍ତୁ
- ଆପଣଙ୍କ iPadର ନାମ ପରିବର୍ତ୍ତନ କରନ୍ତୁ
- ତାରିଖ ଏବଂ ସମୟ ପରିବର୍ତ୍ତନ କରନ୍ତୁ
- ଭାଷା ଏବଂ ଅଞ୍ଚଳକୁ ପରିବର୍ତ୍ତନ କରନ୍ତୁ
- ଡିଫଲ୍ଟ୍ ଆପ୍ ପରିବର୍ତ୍ତନ କରନ୍ତୁ
- iPadରେ ଆପଣଙ୍କ ଡିଫଲ୍ଟ୍ ସର୍ଚ୍ଚ୍ ଇଞ୍ଜିନ୍ ବଦଳାନ୍ତୁ
-
- ସେଟିଂସ୍ ଖୋଜନ୍ତୁ
- ସ୍ଥିତି ଆଇକନ୍ଗୁଡ଼ିକର ଅର୍ଥ ଜାଣନ୍ତୁ
- ଆପଣଙ୍କ iPad ବିଷୟରେ ସୂଚନା ପାଆନ୍ତୁ
- ଭଲ୍ଯୂମ୍ ଏବଂ “ନୀରବ କରନ୍ତୁ” ଆଡ୍ଜଷ୍ଟ୍ କରନ୍ତୁ
- iPad ଫ୍ଲାଶ୍ଲାଇଟ୍ ଚାଲୁ କିମ୍ବା ବନ୍ଦ କରନ୍ତୁ
- ଡ୍ରାଗ୍ ଏବଂ ଡ୍ରପ୍ କରନ୍ତୁ
- ଆପଣଙ୍କ iPad ସ୍କ୍ରୀନ୍କୁ ଘୂରାନ୍ତୁ
- ଲକ୍ ସ୍କ୍ରୀନ୍ରୁ ଫୀଚର୍ ଆକ୍ସେସ୍ କରନ୍ତୁ
- ତ୍ୱରିତ କାର୍ଯ୍ୟ ସମ୍ପାଦନ କରନ୍ତୁ
- ସ୍ପଟ୍ଲାଇଟ୍ରେ ସର୍ଚ୍ଚ୍ କରନ୍ତୁ
- ନୋଟିଫିକେଶନ୍ ଦେଖନ୍ତୁ ଏବଂ ଉତ୍ତର ଦିଅନ୍ତୁ
- ନୋଟିଫିକେଶନ୍ ସେଟିଂସ୍ ପରିବର୍ତ୍ତନ କରନ୍ତୁ
- iPadରେ ଷ୍ଟୋରେଜ୍ ପରିଚାଳନା କରନ୍ତୁ
- iPad ସହିତ ଯାତ୍ରା କରନ୍ତୁ
-
- ସାଉଣ୍ଡ୍ ପରିବର୍ତ୍ତନ କରନ୍ତୁ କିମ୍ବା ବନ୍ଦ କରନ୍ତୁ
- ଏକ କଷ୍ଟମ୍ ଲକ୍ ସ୍କ୍ରୀନ୍ ତିଆରି କରନ୍ତୁ
- ୱାଲ୍ପେପର୍ ପରିବର୍ତ୍ତନ କରନ୍ତୁ
- କଣ୍ଟ୍ରୋଲ୍ ସେଣ୍ଟର୍ ବ୍ୟବହାର କରନ୍ତୁ ଏବଂ କଷ୍ଟମାଇଜ୍ କରନ୍ତୁ
- ଅଡିଓ ଉନ୍ନତ କରନ୍ତୁ ଏବଂ ଭିଡିଓ କଲ୍ ରେକର୍ଡ୍ କରନ୍ତୁ
- ସ୍କ୍ରୀନ୍ ଉଜ୍ଜ୍ୱଳତା ଏବଂ କଲର୍ ବାଲାନ୍ସ୍ ଆଡ୍ଜଷ୍ଟ୍ କରନ୍ତୁ
- iPadର ଡିସ୍ପ୍ଲେକୁ ଅଧିକ ସମୟ ଅନ୍ ରଖନ୍ତୁ
- iPad ଡିସ୍ପ୍ଲେ ଏବଂ ଟେକ୍ସ୍ଟ୍ ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ
- ଶେୟର୍ କରିବା ପାଇଁ ବିକଳ୍ପଗୁଡ଼ିକୁ କଷ୍ଟମାଇଜ୍ କରନ୍ତୁ
-
-
- ଅନ୍ସ୍କ୍ରୀନ୍ କୀ’ବୋର୍ଡ୍ ବ୍ଯବହାର କରି ଟାଇପ୍ କରନ୍ତୁ
- ଟେକ୍ସ୍ଟ୍ ଡିକ୍ଟେଟ୍ କରନ୍ତୁ
- ଟେକ୍ସ୍ଟ୍ ଡିକ୍ଟେଟ୍ କରିବା ପାଇଁ କମାଣ୍ଡ୍
- ଅନ୍ ସ୍କ୍ରୀନ୍ କୀ’ବୋର୍ଡ୍କୁ ମୂଭ୍ କରନ୍ତୁ
- ଟେକ୍ସ୍ଟ୍ ଚୟନ କରନ୍ତୁ, ଏଡିଟ୍ କରନ୍ତୁ ଏବଂ ମୂଭ୍ କରନ୍ତୁ
- ପ୍ରେଡିକ୍ଟିଭ୍ ଟେକ୍ସ୍ଟ୍ ବ୍ଯବହାର କରନ୍ତୁ
- ଆପ୍ର ଟେକ୍ସ୍ଟ୍ ଅନୁବାଦ କରନ୍ତୁ
- ସର୍ବାଧିକ ବ୍ଯବହୃତ ଟେକ୍ସ୍ଟ୍ ପାଇଁ ଶର୍ଟ୍ହ୍ଯାଣ୍ଡ୍ ବ୍ଯବହାର କରନ୍ତୁ
- କୀ’ବୋର୍ଡ୍ ଯୋଡ଼ନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ
- ଇମୋଜି, Memoji ଏବଂ ଷ୍ଟିକର୍ ଯୋଡ଼ନ୍ତୁ
- ଫର୍ମ୍ ପୂରଣ କରନ୍ତୁ, ଡକ୍ଯୁମେଣ୍ଟ୍ ସାଇନ୍ କରନ୍ତୁ ଏବଂ ସ୍ବାକ୍ଷର ତିଆରି କରନ୍ତୁ
- ଫଟୋ କିମ୍ବା ଭିଡିଓରେ ଥିବା ବିଷୟବସ୍ତୁ ସହିତ ଇଣ୍ଟରାକ୍ଟ୍ କରନ୍ତୁ
- ଆପଣଙ୍କ ଫଟୋ ଏବଂ ଭିଡିଓରେ ଥିବା ଅବ୍ଜେକ୍ଟ୍ଗୁଡ଼ିକୁ ଚିହ୍ନଟ କରନ୍ତୁ
- ଫଟୋ ବ୍ଯାକ୍ଗ୍ରାଉଣ୍ଡ୍ରୁ ଏକ ବିଷୟ ଉଠାନ୍ତୁ
-
-
- ଫଟୋ ଉଠାନ୍ତୁ
- Live Photos ନିଅନ୍ତୁ
- ସେଲ୍ଫି ନିଅନ୍ତୁ
- ପୋର୍ଟ୍ରେଟ୍ ମୋଡ୍ରେ ସେଲ୍ଫି ନିଅନ୍ତୁ
- ଏକ ଭିଡିଓ ରେକର୍ଡ୍ କରନ୍ତୁ
- ଉନ୍ନତ କ୍ୟାମେରା ସେଟିଂସ୍ ବଦଳାନ୍ତୁ
- HDR କ୍ୟାମେରା ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ
- ଫଟୋ ଦେଖନ୍ତୁ, ଶେୟର୍ କରନ୍ତୁ ଏବଂ ପ୍ରିଣ୍ଟ୍ କରନ୍ତୁ
- ଲାଇଭ୍ ଟେକ୍ସ୍ଟ୍ ବ୍ଯବହାର କରନ୍ତୁ
- ଏକ QR କୋଡ୍ ସ୍କାନ୍ କରନ୍ତୁ
- ଡକ୍ଯୁମେଣ୍ଟ୍ ସ୍କାନ୍ କରନ୍ତୁ
-
-
- କ୍ଯାଲେଣ୍ଡର୍ ସହିତ ଆରମ୍ଭ କରନ୍ତୁ
- କ୍ଯାଲେଣ୍ଡର୍ରେ ଇଭେଣ୍ଟ୍ ତିଆରି ଏବଂ ଏଡିଟ୍ କରନ୍ତୁ
- ଆମନ୍ତ୍ରଣ ପଠାନ୍ତୁ
- ଆମନ୍ତ୍ରଣଗୁଡ଼ିକର ଉତ୍ତର ଦିଅନ୍ତୁ
- ଆପଣଙ୍କ ଇଭେଣ୍ଟ୍ କିପରି ଦେଖାଯିବ ତାହା ପରିବର୍ତ୍ତନ କରନ୍ତୁ
- ଇଭେଣ୍ଟ୍ ପାଇଁ ସର୍ଚ୍ଚ୍ କରନ୍ତୁ
- କ୍ଯାଲେଣ୍ଡର୍ ସେଟିଂସ୍ ବଦଳାନ୍ତୁ
- ଇଭେଣ୍ଟ୍ଗୁଡ଼ିକୁ ଏକ ଭିନ୍ନ ଟାଇମ୍ ଜୋନ୍ରେ ଶେଡ୍ୟୂଲ୍ କିମ୍ବା ଡିସ୍ପ୍ଲେ କରନ୍ତୁ
- ଇଭେଣ୍ଟ୍ଗୁଡ଼ିକ ଉପରେ ନଜର ରଖନ୍ତୁ
- ଏକାଧିକ କ୍ଯାଲେଣ୍ଡର୍ ବ୍ଯବହାର କରନ୍ତୁ
- କ୍ଯାଲେଣ୍ଡର୍ରେ ରିମାଇଣ୍ଡର୍ ବ୍ଯବହାର କରନ୍ତୁ
- ଛୁଟିଦିନର କ୍ଯାଲେଣ୍ଡର୍ ବ୍ଯବହାର କରନ୍ତୁ
- iCloud କ୍ଯାଲେଣ୍ଡର୍ ଶେୟର୍ କରନ୍ତୁ
-
- କଣ୍ଟାକ୍ଟ୍ ସହିତ ଆରମ୍ଭ କରନ୍ତୁ
- କଣ୍ଟାକ୍ଟ୍ ସୂଚନା ଯୋଡ଼ନ୍ତୁ ଏବଂ ବ୍ୟବହାର କରନ୍ତୁ
- କଣ୍ଟାକ୍ଟ୍ ଏଡିଟ୍ କରନ୍ତୁ
- ଆପଣଙ୍କ କଣ୍ଟାକ୍ଟ୍ ସୂଚନା ଯୋଡ଼ନ୍ତୁ
- iPadରେ କଣ୍ଟାକ୍ଟ୍ ଶେୟର୍ କରନ୍ତୁ
- ଆକାଉଣ୍ଟ୍ ଯୋଡ଼ନ୍ତୁ କିମ୍ବା କାଢ଼ି ଦିଅନ୍ତୁ
- ଡ୍ୟୂପ୍ଲିକେଟ୍ କଣ୍ଟାକ୍ଟ୍ ଲୁଚାନ୍ତୁ
- ସମଗ୍ର ଡିଭାଇସ୍ରେ କଣ୍ଟାକ୍ଟ୍କୁ ସିଙ୍କ୍ କରନ୍ତୁ
- କଣ୍ଟାକ୍ଟ୍ ଇମ୍ପୋର୍ଟ୍ କରନ୍ତୁ
- କଣ୍ଟାକ୍ଟ୍ ଏକ୍ସ୍ପୋର୍ଟ୍ କରନ୍ତୁ
-
- FaceTime ସହିତ ଆରମ୍ଭ କରନ୍ତୁ
- ଏକ FaceTime ଲିଙ୍କ୍ ତିଆରି କରନ୍ତୁ
- Live Photo ନିଅନ୍ତୁ
- FaceTime ଅଡିଓ କଲ୍ ଟୂଲ୍ ବ୍ଯବହାର କରନ୍ତୁ
- ଲାଇଭ୍ କ୍ଯାପ୍ସନ୍ ଏବଂ ଲାଇଭ୍ ଅନୁବାଦ ବ୍ଯବହାର କରନ୍ତୁ
- କଲ୍ ସମୟରେ ଅନ୍ଯ ଆପ୍ ବ୍ଯବହାର କରନ୍ତୁ
- ଏକ ଗ୍ରୂପ୍ FaceTime କଲ୍ କରନ୍ତୁ
- ଏକାଠି ଦେଖିବା, ଶୁଣିବା ଏବଂ ଖେଳିବା ପାଇଁ SharePlay ବ୍ଯବହାର କରନ୍ତୁ
- FaceTime କଲ୍ରେ ଆପଣଙ୍କ ସ୍କ୍ରୀନ୍ ଶେୟର୍ କରନ୍ତୁ
- FaceTime କଲ୍ରେ ରିମୋଟ୍ କଣ୍ଟ୍ରୋଲ୍ ପାଇଁ ଅନୁରୋଧ କରନ୍ତୁ କିମ୍ବା ଦିଅନ୍ତୁ
- FaceTime କଲ୍ରେ ଏକ ଡକ୍ଯୁମେଣ୍ଟ୍ରେ ସହଯୋଗ କରନ୍ତୁ
- ଭିଡିଓ କନ୍ଫରେନ୍ସିଂ ଫୀଚର୍ ବ୍ଯବହାର କରନ୍ତୁ
- FaceTime କଲ୍ ଅନ୍ଯ Apple ଡିଭାଇସ୍କୁ ହ୍ଯାଣ୍ଡ୍ ଅଫ୍ କରନ୍ତୁ
- ଆପଣଙ୍କ FaceTime ଭିଡିଓ ସେଟିଂସ୍ ବଦଳାନ୍ତୁ
- FaceTime ଅଡିଓ ସେଟିଂସ୍ ବଦଳାନ୍ତୁ
- ଆପଣଙ୍କ ଆପିଅରନ୍ସ୍ ବଦଳାନ୍ତୁ
- କଲ୍ ଛାଡ଼ି ଯାଆନ୍ତୁ କିମ୍ବା ମେସେଜ୍କୁ ସ୍ୱିଚ୍ କରନ୍ତୁ
- କଲ୍ ଯାଞ୍ଚ ଏବଂ ଫିଲ୍ଟର୍
- FaceTime କଲ୍ ବ୍ଲକ୍ କରନ୍ତୁ ଏବଂ ଏହାକୁ ସ୍ପାମ୍ ଭାବରେ ରିପୋର୍ଟ୍ କରନ୍ତୁ
-
- ଫାଇଲ୍ ବେସିକ୍
- ଫାଇଲ୍ ଏବଂ ଫୋଲ୍ଡର୍ ପରିବର୍ତ୍ତନ କରନ୍ତୁ
- ଫାଇଲ୍ ଏବଂ ଫୋଲ୍ଡର୍ ଖୋଜନ୍ତୁ ଏବଂ ଦେଖନ୍ତୁ
- iPad ରେ ଆପଣଙ୍କ ଡାଉନ୍ଲୋଡ୍ ହୋଇଥିବା ଫାଇଲ୍ ଖୋଜନ୍ତୁ
- ଫାଇଲ୍ ଏବଂ ଫୋଲ୍ଡର୍ଗୁଡ଼ିକୁ ସଙ୍ଗଠିତ କରନ୍ତୁ
- “ଫାଇଲ୍” ଆପ୍ରୁ ଫାଇଲ୍ ପଠାନ୍ତୁ
- iCloud Drive ସେଟ୍ ଅପ୍ କରନ୍ତୁ
- iCloud Driveରେ ଫାଇଲ୍ ଏବଂ ଫୋଲ୍ଡର୍ ଶେୟର୍ କରନ୍ତୁ
- iPadର ଷ୍ଟୋରେଜ୍ ଡିଭାଇସ୍, ସର୍ଭର୍ କିମ୍ବା କ୍ଲାଉଡ୍କୁ ଫାଇଲ୍ ଟ୍ରାନ୍ସ୍ଫର୍ କରନ୍ତୁ
-
- “ଖୋଜାଖୋଜି” ସହାୟତାରେ ଆରମ୍ଭ କରନ୍ତୁ
-
- ଏକ AirTag ଯୋଡ଼ନ୍ତୁ
- iPadରେ ଥିବା “ଖୋଜାଖୋଜି” ଆପ୍ରେ ଏକ AirTag କିମ୍ୱା ଅନ୍ଯ ଆଇଟମ୍ ଶେୟର୍ କରନ୍ତୁ
- iPadରେ ଥିବା ଖୋଜାଖୋଜି ଆପ୍ରେ ଏକ ହଜିଯାଇଥିବା ଆଇଟମ୍ର ଲୋକେଶନ୍ ଶେୟର୍ କରନ୍ତୁ
- ଏକ ତୃତୀୟ-ପକ୍ଷ ଆଇଟମ୍ ଯୋଡ଼ନ୍ତୁ
- ଯଦି ଆପଣ ଏକ ଡିଭାଇସ୍ ପଛରେ ଛାଡ଼ି ଆସନ୍ତି ତେବେ ନୋଟିଫିକେଶନ୍ ପାଆନ୍ତୁ
- ଏକ ଆଇଟମ୍ ଠାବ କରନ୍ତୁ
- “ଏକ ଆଇଟମ୍ ହଜିଯାଇଛି” ଭାବରେ ଚିହ୍ନିତ କରନ୍ତୁ
- ଏକ ଆଇଟମ୍ କାଢ଼ନ୍ତୁ
- ମ୍ଯାପ୍ ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ
- ଖୋଜାଖୋଜି ଆପ୍ ବନ୍ଦ କରନ୍ତୁ
-
- Freeform ସହିତ ଆରମ୍ଭ କରନ୍ତୁ
- ଏକ Freeform ବୋର୍ଡ୍ ତିଆରି କରନ୍ତୁ
- ଆପଣଙ୍କ Freeform ବୋର୍ଡ୍କୁ ଫୋଲ୍ଡର୍ରେ ବ୍ଯବସ୍ଥିତ କରନ୍ତୁ
- Freeform ବୋର୍ଡ୍ ସର୍ଚ୍ଚ୍ କରନ୍ତୁ
- ବୋର୍ଡ୍ ଏବଂ ଫୋଲ୍ଡର୍ ଡିଲୀଟ୍ କରି ରିକଭର୍ କରନ୍ତୁ
- Apple Creator Studio ସବ୍ସ୍କ୍ରାଇବ୍ କରନ୍ତୁ
- କୀ’ବୋର୍ଡ୍ ଶର୍ଟ୍କଟ୍ ବ୍ଯବହାର କରନ୍ତୁ
- Freeform ସେଟିଂସ୍ ପରିବର୍ତ୍ତନ କରନ୍ତୁ
-
- Apple Games ଆପ୍ ସହିତ ଆରମ୍ଭ କରନ୍ତୁ
- ଆପଣଙ୍କ Game Center ପ୍ରୋଫାଇଲ୍ ସେଟ୍ ଅପ୍ କରନ୍ତୁ
- ଗେମ୍ ଖୋଜନ୍ତୁ ଏବଂ ଡାଉନ୍ଲୋଡ୍ କରନ୍ତୁ
- Apple Arcadeକୁ ସବ୍ସ୍କ୍ରାଇବ୍ କରନ୍ତୁ
- Apple Games ଆପ୍ରେ ବନ୍ଧୁଙ୍କ ସହ ସଂଯୋଗ କରନ୍ତୁ
- Apple Games ଆପ୍ରେ ବନ୍ଧୁମାନଙ୍କ ସହ ଖେଳନ୍ତୁ
- ଆପଣଙ୍କ ଗେମ୍ ଲାଇବ୍ରେରି ପରିଚାଳନା କରନ୍ତୁ
- ଏକ ଗେମ୍ କଣ୍ଟ୍ରୋଲର୍ ସଂଯୋଗ କରନ୍ତୁ
- ଗେମ୍-ସମ୍ବନ୍ଧୀୟ ସେଟିଂସ୍ ପରିବର୍ତ୍ତନ କରନ୍ତୁ
- ଗେମ୍ରେ ଏକ ସମସ୍ୟା ରିପୋର୍ଟ୍ କରନ୍ତୁ
-
- ହୋମ୍ ସହାୟତାରେ ଆରମ୍ଭ କରନ୍ତୁ
- ଘର ଆପ୍ ବିଷୟରେ ସୂଚନା
- ଆକ୍ସେସରି ସେଟ୍ ଅପ୍ କରନ୍ତୁ
- କଣ୍ଟ୍ରୋଲ୍ ଆକ୍ସେସରି
- ଆପଣଙ୍କ ଏନର୍ଜି ଉପଯୋଗର ଯୋଜନା କରିବା ପାଇଁ ଗ୍ରିଡ୍ ପୂର୍ବାନୁମାନ ବ୍ୟବହାର କରନ୍ତୁ
- ବିଦ୍ୟୁତ ଉପଯୋଗ ଏବଂ ଦର ଦେଖନ୍ତୁ
- ଆଡାପ୍ଟିଭ୍ ତାପମାତ୍ରା ଏବଂ କ୍ଲୀନ୍ ଏନର୍ଜି ଗାଇଡାନ୍ସ୍
- HomePod ସେଟ୍ ଅପ୍ କରନ୍ତୁ
- ଆପଣଙ୍କ ଘରକୁ ରିମୋଟ୍ ଦ୍ବାରା ନିୟନ୍ତ୍ରଣ କରନ୍ତୁ
- ଦୃଶ୍ଯ ତିଆରି କରନ୍ତୁ ଏବଂ ବ୍ୟବହାର କରନ୍ତୁ
- ଅଟୋମେଶନ୍ ବ୍ୟବହାର କରନ୍ତୁ
- ସୁରକ୍ଷା କ୍ୟାମେରା ସେଟ୍ ଅପ୍ କରନ୍ତୁ
- “ଚେହେରା ଚିହ୍ନଟକରଣ” ବ୍ୟବହାର କରନ୍ତୁ
- ଏକ ରାଉଟର୍ କନ୍ଫିଗର୍ କରନ୍ତୁ
- ଆକ୍ସେସରି କଣ୍ଟ୍ରୋଲ୍ କରିବା ପାଇଁ ଅନ୍ୟମାନଙ୍କୁ ଆମନ୍ତ୍ରଣ କରନ୍ତୁ
- ଅଧିକ ଘର ଯୋଡ଼ନ୍ତୁ
- ଘର କ୍ଯାମେରା ଏବଂ ନୋଟିଫିକେଶନ୍ ସହିତ Apple Intelligence ବ୍ଯବହାର କରନ୍ତୁ।
-
- ଜର୍ନଲ୍ ସହିତ ଆରମ୍ଭ କରନ୍ତୁ
- ଆପଣଙ୍କ ଜର୍ନଲ୍ରେ ଲେଖନ୍ତୁ
- ଏଣ୍ଟ୍ରି ଏଡିଟ୍ କିମ୍ବା ଡିଲୀଟ୍ କରନ୍ତୁ
- ଫର୍ମାଟ୍, ଫଟୋ ଇତ୍ଯାଦି ଯୋଡ଼ନ୍ତୁ
- ଆପଣଙ୍କ ସୁସ୍ଥାବସ୍ଥା ପାଇଁ ଜର୍ନଲ୍
- ଜର୍ନଲିଂ ଅଭ୍ଯାସ କରନ୍ତୁ
- ଜର୍ନଲ୍ ଏଣ୍ଟ୍ରି ଦେଖନ୍ତୁ ଏବଂ ସର୍ଚ୍ଚ୍ କରନ୍ତୁ
- ଏଣ୍ଟ୍ରି ପ୍ରିଣ୍ଟ୍ ଏବଂ ଏକ୍ସପୋର୍ଟ୍ କରନ୍ତୁ
- ଆପଣଙ୍କ ଜର୍ନଲ୍ ଏଣ୍ଟ୍ରିକୁ ସୁରକ୍ଷିତ ରଖନ୍ତୁ
- ଜର୍ନଲ୍ ସେଟିଂସ୍ ପରିବର୍ତ୍ତନ କରନ୍ତୁ
-
- Mail ସହାୟତାରେ ଆରମ୍ଭ କରନ୍ତୁ
- ଆପଣଙ୍କ ଇମେଲ୍ ଯାଞ୍ଚ କରନ୍ତୁ
- ବର୍ଗଗୁଡ଼ିକ ବ୍ୟବହାର କରନ୍ତୁ
- ସ୍ଵୟଂଚାଳିତ ଭାବରେ iCloud Mail କ୍ଲୀନ୍ ଅପ୍ କରନ୍ତୁ
- ଇମେଲ୍ ନୋଟିଫିକେଶନ୍ ସେଟ୍ କରନ୍ତୁ
- ଇମେଲ୍ ପାଇଁ ସର୍ଚ୍ଚ୍ କରନ୍ତୁ
- ମେଲ୍ବକ୍ସ୍ରେ ଆପଣଙ୍କ ଇମେଲ୍ ସଂଗଠିତ କରନ୍ତୁ
- ଇମେଲ୍ରେ ସ୍ୱୟଂଚାଳିତ ଭାବରେ କାର୍ଯ୍ୟ ଲାଗୁ କରିବା ପାଇଁ iCloud Mail ନିୟମ ବ୍ୟବହାର କରନ୍ତୁ
- Mail ସେଟିଂସ୍ ପରିବର୍ତ୍ତନ କରନ୍ତୁ
- ଇମେଲ୍ଗୁଡ଼ିକୁ ଡିଲୀଟ୍ ଏବଂ ରିକଭର୍ କରନ୍ତୁ
- ଆପଣଙ୍କ ହୋମ୍ ସ୍କ୍ରୀନ୍ରେ ଏକ Mail ୱିଜେଟ୍ ଯୋଡ଼ନ୍ତୁ
- ଇମେଲ୍ ପ୍ରିଣ୍ଟ୍ କରନ୍ତୁ
- କୀ’ବୋର୍ଡ୍ ଶର୍ଟ୍କଟ୍ ବ୍ଯବହାର କରନ୍ତୁ
-
- ମ୍ଯାପ୍ ବ୍ୟବହାର ଆରମ୍ଭ କରନ୍ତୁ
- ମ୍ୟାପ୍ ସେଟ୍ ଅପ୍ କରନ୍ତୁ
-
- ଆପଣଙ୍କ ଘର, କାର୍ଯ୍ୟ କିମ୍ବା ସ୍କୂଲ୍ର ଠିକଣା ସେଟ୍ କରନ୍ତୁ
- ମ୍ୟାପ୍ ବ୍ୟବହାର କରନ୍ତୁ
- ଡ୍ରାଇଭିଂ ଦିଗନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ
- ଏକ ମାର୍ଗର ସମୀକ୍ଷା କିମ୍ବା ବୁଲାଣୀଗୁଡ଼ିକର ଏକ ଲିଷ୍ଟ୍ ଦେଖନ୍ତୁ
- ଆପଣଙ୍କ ମାର୍ଗରେ ଷ୍ଟପ୍ଗୁଡ଼ିକୁ ପରିବର୍ତ୍ତନ କରନ୍ତୁ କିମ୍ବା ଯୋଡ଼ନ୍ତୁ
- ଚାଲିବା ପାଇଁ ଦିଗନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ
- ଚାଲିବା କିମ୍ବା ହାଇକ୍ ସେଭ୍ କରନ୍ତୁ
- ଟ୍ରାଞ୍ଜିଟ୍ ଦିଗନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ
- ସାଇକ୍ଲିଂ ପାଇଁ ଦିଗନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ
- ଅଫ୍ଲାଇନ୍ ମ୍ଯାପ୍ ଡାଉନ୍ଲୋଡ୍ କରନ୍ତୁ
- iPad ରେ ଇମର୍ସିଭ୍ ଭ୍ୟୂ ସହିତ ମ୍ୟାପ୍ ଏକ୍ସ୍ପ୍ଲୋର୍ କରନ୍ତୁ
-
- ନିକଟସ୍ଥ ଆକର୍ଷଣ, ରେଷ୍ଟରାଣ୍ଟ୍ ଏବଂ ସେବାଗୁଡ଼ିକ ଖୋଜନ୍ତୁ
- ବିମାନ ବନ୍ଦର କିମ୍ବା ମଲ୍ ଏକ୍ସ୍ପ୍ଲୋର୍ କରନ୍ତୁ
- ସ୍ଥାନଗୁଡ଼ିକ ବିଷୟରେ ସୂଚନା ପ୍ରାପ୍ତ କରନ୍ତୁ
- ଭିଜିଟ୍ କରିଥିବା ସ୍ଥାନ ଦେଖନ୍ତୁ
- ଆପଣଙ୍କ ସ୍ଥାନରେ ସ୍ଥାନ ଏବଂ ନୋଟ୍ ଯୋଡ଼ନ୍ତୁ
- ସ୍ଥାନ ଶେୟର୍ କରନ୍ତୁ
- ପିନ୍ରେ ସ୍ଥାନ ଚିହ୍ନିତ କରନ୍ତୁ
- ସ୍ଥାନଗୁଡ଼ିକର ରେଟ୍ କରନ୍ତୁ ଏବଂ ଫଟୋ ଯୋଡ଼ନ୍ତୁ
- ଗାଇଡ୍ ସହିତ ସ୍ଥାନ ଏକ୍ସ୍ପ୍ଲୋର୍ କରନ୍ତୁ
- କଷ୍ଟମ୍ ଗାଇଡ୍ ସହିତ ସ୍ଥାନଗୁଡ଼ିକ ସଂଗଠିତ କରନ୍ତୁ
- ମ୍ଯାପ୍ରେ ଏକ ସମସ୍ଯା ରିପୋର୍ଟ୍ କରନ୍ତୁ
-
- ମେସେଜ୍ ଆପ୍ ସହିତ ଆରମ୍ଭ କରନ୍ତୁ
-
- ଫଟୋ କିମ୍ବା ଭିଡିଓ ଉଠାନ୍ତୁ ଏବଂ ଏଡିଟ୍ କରନ୍ତୁ
- ଫଟୋ, ଲିଙ୍କ୍ ଇତ୍ଯାଦି ଶେୟର୍ କରନ୍ତୁ
- Tapbacks ସହିତ ଉତ୍ତର ଦିଅନ୍ତୁ
- ଷ୍ଟିକର୍ ପଠାନ୍ତୁ
- ମେସେଜ୍ରେ ଇମେଜ୍ ଡ୍ର କରନ୍ତୁ ଏବଂ ତିଆରି କରନ୍ତୁ
- Memoji ତିଆରି କରି ପଠାନ୍ତୁ
- ଏକ ବାର୍ତ୍ତାଳାପରେ ଲୋକଙ୍କୁ ପୋଲ୍ କରାନ୍ତୁ
- ଆପଣଙ୍କ ଲୋକେଶନ୍ ଶେୟର୍ କରନ୍ତୁ
- ସ୍କ୍ରୀନ୍ ଶେୟର୍ କରନ୍ତୁ
- ପ୍ରୋଜେକ୍ଟ୍ରେ ସହଯୋଗ କରନ୍ତୁ
-
- ମ୍ଯୂଜିକ୍ ଆପ୍ ସହିତ ଆରମ୍ଭ କରନ୍ତୁ
- ମ୍ୟୁଜିକ୍ ପ୍ରାପ୍ତ କରନ୍ତୁ
- ମ୍ଯୂଜିକ୍ କଷ୍ଟମାଇଜ୍ କରନ୍ତୁ
-
-
- ମ୍ଯୁଜିକ୍ ଚଲାନ୍ତୁ
- ମ୍ଯୁଜିକ୍ ପ୍ଲେୟର୍ କଣ୍ଟ୍ରୋଲ୍ ବ୍ଯବହାର କରନ୍ତୁ
- lossless ଅଡିଓ ଚଲାନ୍ତୁ
- ସ୍ପେଶିୟଲ୍ ଅଡିଓ ଚଲାନ୍ତୁ
- ରେଡିଓ ଶୁଣନ୍ତୁ
- SharePlay ବ୍ଯବହାର କରି ଏକାଠି ମ୍ଯୁଜିକ୍ ଚଲାନ୍ତୁ
- କାର୍ରେ ଏକାଠି ମ୍ଯୁଜିକ୍ ଚଲାନ୍ତୁ
- ଆପଣଙ୍କ ମ୍ଯୁଜିକ୍କୁ କ୍ଯୁରେ ରଖନ୍ତୁ
- ଟ୍ରାଞ୍ଜିଶନ୍ ଗୀତ
- ଗୀତଗୁଡ଼ିକୁ ଶଫଲ୍ କିମ୍ବା ପୁନରାବୃତ୍ତି କରନ୍ତୁ
- Apple Music ସହିତ ଗାଆନ୍ତୁ
- ଗୀତର କ୍ରେଡିଟ୍ ଏବଂ ଲିରିକ୍ସ୍ ଦେଖାନ୍ତୁ
- ଆପଣ କ’ଣ ପସନ୍ଦ କରନ୍ତି ତାହା Apple Musicକୁ କୁହନ୍ତୁ
- ସାଉଣ୍ଡ୍ ଗୁଣବତ୍ତା ଆଡ୍ଜଷ୍ଟ୍ କରନ୍ତୁ
-
- News ବ୍ୟବହାର ଆରମ୍ଭ କରନ୍ତୁ
- News ନୋଟିଫିକେଶନ୍ ଓ ନ୍ୟୁଜ୍ଲେଟର୍ ପ୍ରାପ୍ତ କରନ୍ତୁ
- News ୱିଜେଟ୍ ବ୍ଯବହାର କରନ୍ତୁ
- କେବଳ ଆପଣଙ୍କ ପାଇଁ ଚୟନ କରାଯାଇଥିବା ଷ୍ଟୋରି ଦେଖନ୍ତୁ
- ଷ୍ଟୋରି ପଢ଼ନ୍ତୁ ଏବଂ ଶେୟର୍ କରନ୍ତୁ
- ସ୍ଥାନୀୟ ନ୍ୟୂଜ୍ ପଢ଼ନ୍ତୁ
- “ମୋ ସ୍ପୋର୍ଟ୍ସ୍” ସହିତ ଆପଣଙ୍କ ଫେଭରିଟ୍ ଟିମ୍କୁ ଅନୁସରଣ କରନ୍ତୁ
- iPad ରେ Apple News Today ଶୁଣନ୍ତୁ
- ଚ୍ଯାନେଲ୍, ବିଷୟ, ଷ୍ଟୋରି କିମ୍ବା ରେସିପି ସର୍ଚ୍ଚ୍ କରନ୍ତୁ
- ଷ୍ଟୋରି ସେଭ୍ କରନ୍ତୁ
- ଆପଣଙ୍କ ପଠିତ ହିଷ୍ଟ୍ରି କ୍ଲିଅର୍ କରନ୍ତୁ
- ଟାବ୍ ବାର୍ କଷ୍ଟମାଇଜ୍ କରନ୍ତୁ
- ଅଲଗା ଅଲଗା news ଚ୍ଯାନେଲ୍କୁ ସବ୍ସ୍କ୍ରାଇବ୍ କରନ୍ତୁ
-
- ନୋଟ୍ ସହିତ ଆରମ୍ଭ କରିବା
- ନୋଟ୍ ତିଆରି ଏବଂ ଫର୍ମାଟ୍ କରନ୍ତୁ
- କ୍ୱିକ୍ ନୋଟ୍ ବ୍ଯବହାର କରନ୍ତୁ
- ଡ୍ରଇଂ ଏବଂ ହସ୍ତାକ୍ଷର ଯୋଡ଼ନ୍ତୁ
- ଫର୍ମୁଲା ଏବଂ ସମୀକରଣ ଲେଖନ୍ତୁ
- ଫଟୋ, ଭିଡିଓ ଇତ୍ଯାଦି ଯୋଡ଼ନ୍ତୁ
- ଅଡିଓ ରେକର୍ଡ୍ ଏବଂ ଟ୍ରାନ୍ସକ୍ରାଇବ୍ କରନ୍ତୁ
- ଟେକ୍ସଟ୍ ଏବଂ ଡକ୍ଯୁମେଣ୍ଟ୍ ସ୍କାନ୍ କରନ୍ତୁ
- PDFରେ କାମ କରନ୍ତୁ
- ଲିଙ୍କ୍ ଯୋଡ଼ନ୍ତୁ
- ନୋଟ୍ ସର୍ଚ୍ଚ୍ କରନ୍ତୁ
- ଫୋଲ୍ଡରରେ ସଙ୍ଗଠିତ କରନ୍ତୁ
- ଟ୍ଯାଗ୍ ସହିତ ବ୍ଯବସ୍ଥିତ କରନ୍ତୁ
- ସ୍ମାର୍ଟ ଫୋଲ୍ଡର୍ ବ୍ଯବହାର କରନ୍ତୁ
- ଶେୟର୍ ଓ ସହଯୋଗ କରନ୍ତୁ
- ନୋଟ୍ ଏକ୍ସ୍ପୋର୍ଟ୍ କିମ୍ବା ପ୍ରିଣ୍ଟ୍ କରନ୍ତୁ
- ନୋଟ୍ ଲକ୍ କରନ୍ତୁ
- ନୋଟ୍ ଡିଲୀଟ୍ କରନ୍ତୁ ଏବଂ ରିକଭର୍ କରନ୍ତୁ
- ଆକାଉଣ୍ଟ୍ ଯୋଡ଼ନ୍ତୁ କିମ୍ବା କାଢ଼ି ଦିଅନ୍ତୁ
- ନୋଟ୍ର ଭିୟ୍ଯୁକୁ ବଦଳାନ୍ତୁ
- ନୋଟ୍ର ସେଟିଂସ୍ ବଦଳାନ୍ତୁ
- କୀ’ବୋର୍ଡ୍ ଶର୍ଟ୍କଟ୍ ବ୍ଯବହାର କରନ୍ତୁ
-
- iPadରେ ପାସ୍ୱର୍ଡ୍ ବ୍ଯବହାର କରନ୍ତୁ
- ଏକ ଓ୍ବେବ୍ସାଇଟ୍ କିମ୍ବା ଆପ୍ ପାଇଁ ଆପଣଙ୍କ ପାସ୍ୱର୍ଡ୍ ଖୋଜନ୍ତୁ
- ଏକ ଓ୍ବେବ୍ସାଇଟ୍ କିମ୍ବା ଆପ୍ ପାଇଁ ପାସ୍ୱର୍ଡ୍ ପରିବର୍ତ୍ତନ କରନ୍ତୁ
- ଏକ ପାସ୍ୱର୍ଡ୍ କାଢ଼ନ୍ତୁ
- ଏକ ଡିଲୀଟ୍ ହୋଇଥିବା ପାସ୍ୱର୍ଡ୍କୁ ରିକଭର୍ କରନ୍ତୁ
- ଏକ ଓ୍ବେବ୍ସାଇଟ୍ କିମ୍ବା ଆପ୍ ପାଇଁ ଏକ ପାସ୍ୱର୍ଡ୍ ତିଆରି କରନ୍ତୁ
- ବଡ଼ ଟେକ୍ସ୍ଟ୍ରେ ପାସ୍ୱର୍ଡ୍ ଦେଖାନ୍ତୁ
- ଓ୍ବେବ୍ସାଇଟ୍ ଏବଂ ଆପ୍ରେ ସାଇନ୍ ଇନ୍ କରିବା ପାଇଁ ପାସ୍କୀ’ ବ୍ଯବହାର କରନ୍ତୁ
- Apple ସହିତ ସାଇନ୍ ଇନ୍ କରନ୍ତୁ
- ପାସ୍ୱର୍ଡ୍ ଶେୟର୍ କରନ୍ତୁ
- ଦୃଢ଼ ପାସ୍ୱର୍ଡ୍ ସ୍ୱୟଂଚାଳିତ ଭାବରେ ପୂରଣ କରନ୍ତୁ
- ଅଟୋଫିଲ୍ରୁ ବାଦ୍ ପଡ଼ିଥିବା ଓ୍ବେବ୍ସାଇଟ୍ ଦେଖନ୍ତୁ
- ଦୁର୍ବଳ କିମ୍ବା ବିପଦଗ୍ରସ୍ତ ପାସ୍ୱର୍ଡ୍ ପରିବର୍ତ୍ତନ କରନ୍ତୁ
- ଆପଣଙ୍କ ପାସ୍ୱର୍ଡ୍ ଏବଂ ସମ୍ବନ୍ଧିତ ସୂଚନା ଦେଖନ୍ତୁ
- ପାସ୍ୱର୍ଡ୍ ହିଷ୍ଟ୍ରି ଦେଖନ୍ତୁ
- ଆପଣଙ୍କ Wi-Fi ପାସ୍ୱର୍ଡ୍ ଖୋଜନ୍ତୁ
- AirDrop ସହିତ ସୁରକ୍ଷିତ ଭାବରେ ପାସ୍ୱର୍ଡ୍ ଶେୟର୍ କରନ୍ତୁ
- ଆପଣଙ୍କ ସମସ୍ତ ଡିଭାଇସ୍ରେ ଆପଣଙ୍କ ପାସ୍ୱର୍ଡ୍ ଉପଲବ୍ଧ କରାନ୍ତୁ
- ଯାଞ୍ଚକରଣ କୋଡ୍ ସ୍ୱୟଂଚାଳିତ ଭାବରେ ପୂରଣ କରେ
- କମ୍ CAPTCHA ଚ୍ୟାଲେଞ୍ଜ୍ ସହିତ ସାଇନ୍ ଇନ୍ କରନ୍ତୁ
- ଦ୍ୱି-ସ୍ତରୀୟ ପ୍ରମାଣୀକରଣ ବ୍ଯବହାର କରନ୍ତୁ
- ସୁରକ୍ଷା କୀ’ ବ୍ଯବହାର କରନ୍ତୁ
- ଆପଣଙ୍କ Mac FileVault ରିକଭରି କୀ’ ଦେଖନ୍ତୁ
-
- କଲ୍ କରନ୍ତୁ
- ଏକ କଲ୍ ରେକର୍ଡ୍ ଏବଂ ଟ୍ରାନ୍ସ୍କ୍ରାଇବ୍ କରନ୍ତୁ
- ଆପଣଙ୍କ ଫୋନ୍ ସେଟିଂସ୍ ବଦଳାନ୍ତୁ
- କଲ୍ ହିଷ୍ଟ୍ରି ଦେଖନ୍ତୁ ଏବଂ ଡିଲୀଟ୍ କରନ୍ତୁ
- ଇନ୍କମିଂ କଲ୍ର ଉତ୍ତର ଦିଅନ୍ତୁ କିମ୍ବା ପ୍ରତ୍ଯାଖାନ କରନ୍ତୁ
- କଲ୍ରେ ଥିବା ସମୟରେ
- ଫୋନ୍ କଲ୍ ସମୟରେ ଅନୁବାଦ ଦେଖନ୍ତୁ
- ଏକ କନ୍ଫରେନ୍ସ କିମ୍ବା ଥ୍ରୀ-ୱେ କଲ୍ରେ କଥା ହୁଅନ୍ତୁ
- ଭଏସ୍ମେଲ୍ ସେଟ୍ ଅପ୍ କରନ୍ତୁ
- ଭଏସ୍ମେଲ୍ ଯାଞ୍ଚ କରନ୍ତୁ
- ଭଏସ୍ମେଲ୍ ଗ୍ରୀଟିଂ ଏବଂ ସେଟିଂସ୍ ବଦଳାନ୍ତୁ
- ରିଂଟୋନ୍ ଚୟନ କରନ୍ତୁ
- Wi-Fi ବ୍ଯବହାର କରି କଲ୍ କରନ୍ତୁ
- କଲ୍ ଫର୍ୱର୍ଡିଂ ସେଟ୍ ଅପ୍ କରନ୍ତୁ
- କଲ୍ ୱେଟିଂ ସେଟ୍ ଅପ୍ କରନ୍ତୁ
- କଲ୍ ସ୍କ୍ରୀନ୍ ଏବଂ ବ୍ଲକ୍ କରନ୍ତୁ
-
- ଆପଣଙ୍କ ଫଟୋ ଲାଇବ୍ରେରି ବ୍ରାଉଜ୍ କରନ୍ତୁ
- ଆପଣଙ୍କ ଫଟୋ ସଂଗ୍ରହ ବ୍ରାଉଜ୍ କରନ୍ତୁ
- ଫଟୋ ଏବଂ ଭିଡିଓ ଦେଖନ୍ତୁ
- ରେଫରେନ୍ସ୍ ଇମେଜ୍ ଭ୍ୟୂ କରନ୍ତୁ
- ଫଟୋ ଏବଂ ଭିଡିଓ ସୂଚନା ଦେଖନ୍ତୁ
-
- ତାରିଖ ଅନୁଯାୟୀ ଫଟୋ ଏବଂ ଭିଡିଓ ଖୋଜନ୍ତୁ
- ଲୋକ ଏବଂ ପୋଷା ଜୀବମାନଙ୍କୁ ଖୋଜନ୍ତୁ ଏବଂ ନାମ ଦିଅନ୍ତୁ
- ଗ୍ରୂପ୍ ଫଟୋ ଏବଂ ଭିଡିଓ ଖୋଜନ୍ତୁ
- ଲୋକେଶନ୍ ଆଧାରରେ ଫଟୋ ଏବଂ ଭିଡିଓ ବ୍ରାଉଜ୍ କରନ୍ତୁ
- ସମ୍ପ୍ରତି ସେଭ୍ ହୋଇଥିବା ଫଟୋ ଏବଂ ଭିଡିଓ ଖୋଜନ୍ତୁ
- ଆପଣଙ୍କ ଭ୍ରମଣ ଫଟୋ ଏବଂ ଭିଡିଓ ଖୋଜନ୍ତୁ
- ସମ୍ପ୍ରତି ରସିଦ୍, QR କୋଡ୍, ସମ୍ପ୍ରତି ଏଡିଟ୍ ହୋଇଥିବା ଫଟୋ ଇତ୍ଯାଦି ଖୋଜନ୍ତୁ
- ମୀଡିଆ ପ୍ରକାର ଅନୁଯାୟୀ ଫଟୋ ଏବଂ ଭିଡିଓ ଲୋକେଟ୍ କରନ୍ତୁ
- ଫଟୋ ଲାଇବ୍ରେରିକୁ କ୍ରମବଦ୍ଧ ଏବଂ ଫିଲ୍ଟର୍ କରନ୍ତୁ
- ଫଟୋ ଆପ୍ ସହିତ ଆରମ୍ଭ କରନ୍ତୁ
- ଷ୍ଟାର୍ ରେଟିଂ ଲାଗୁ କରନ୍ତୁ
- iCloud ସହାୟତାରେ ଆପଣଙ୍କ ଫଟୋ ଏବଂ ଭିଡିଓର ବ୍ୟାକ୍ଅପ୍ ନିଅନ୍ତୁ ଏବଂ ସିଙ୍କ୍ କରନ୍ତୁ
- ଫଟୋ ଏବଂ ଭିଡିଓ ଡିଲୀଟ୍ କରନ୍ତୁ କିମ୍ବା ଲୁଚାନ୍ତୁ
- କୀ’ୱର୍ଡ୍ ଯୋଡ଼ନ୍ତୁ
- ଫଟୋ ଏବଂ ଭିଡିଓ ସର୍ଚ୍ଚ୍ କରନ୍ତୁ
- ୱାଲ୍ପେପର୍ ପରାମର୍ଶ ପ୍ରାପ୍ତ କରନ୍ତୁ
-
- ଫଟୋ ଏବଂ ଭିଡିଓ ଶେୟର୍ କରନ୍ତୁ
- ଲମ୍ବା ଭିଡିଓ ଶେୟର୍ କରନ୍ତୁ
- ଶେୟର୍ କରାଯାଇଥିବା ଆଲ୍ବମ୍ ତିଆରି କରନ୍ତୁ
- ଏକ ଶେୟର୍ କରାଯାଇଥିବା ଆଲ୍ବମ୍ରେ ଲୋକମାନଙ୍କୁ ଯୋଡ଼ନ୍ତୁ ଓ କାଢ଼ନ୍ତୁ
- ଶେୟର୍ କରାଯାଇଥିବା ଆଲ୍ବମ୍ରେ ଯୋଗଦାନ କରନ୍ତୁ
- ଏକ iCloud ଶେୟର୍ କରାଯାଇଥିବା ଫଟୋ ଲାଇବ୍ରେରି ସେଟ୍ ଅପ୍ କରନ୍ତୁ କିମ୍ବା ଯୋଗ କରନ୍ତୁ
- iCloud ଶେୟର୍ କରାଯାଇଥିବା ଫଟୋ ଲାଇବ୍ରେରିର ବ୍ୟବହାର କରନ୍ତୁ
- iCloud ଶେୟର୍ କରାଯାଇଥିବା ଫଟୋ ଲାଇବ୍ରେରିରେ ବିଷୟବସ୍ତୁ ଯୋଡ଼ନ୍ତୁ
- ଫଟୋ କ୍ଲୀନ୍ ଅପ୍, ବିସ୍ତାର ଏବଂ ରୀଫ୍ରେମ୍ କରନ୍ତୁ
- ଆପଣଙ୍କ ଫଟୋରୁ ଷ୍ଟିକର୍ ତିଆରି କରନ୍ତୁ
- ଭିଡିଓ ଫ୍ରେମ୍କୁ ଏକ ଫଟୋ ଭାବରେ ସେଭ୍ କରନ୍ତୁ
- ଫଟୋ ଓ ଭିଡିଓକୁ ଡ୍ୟୂପ୍ଲିକେଟ୍ ଏବଂ କପି କରନ୍ତୁ
- ଲୋକ, ମେମୋରି କିମ୍ବା ଛୁଟିଦିନ ଲୁଚାନ୍ତୁ
- ଡ୍ୟୂପ୍ଲିକେଟ୍ ଫଟୋ ମର୍ଜ୍ କରନ୍ତୁ
- ଫଟୋ ଏବଂ ଭିଡିଓ ଇମ୍ପୋର୍ଟ୍ ଏବଂ ଏକ୍ସପୋର୍ଟ୍ କରନ୍ତୁ
- ଫଟୋ ପ୍ରିଣ୍ଟ୍ କରନ୍ତୁ
-
- ପଡ୍କାଷ୍ଟ୍ ସହିତ ଆରମ୍ଭ କରନ୍ତୁ
- ପଡ୍କାଷ୍ଟ୍ ଖୋଜନ୍ତୁ
- iPad ରେ ପଡ୍କାଷ୍ଟ୍ ଚଲାନ୍ତୁ
- ପଡ୍କାଷ୍ଟ୍ର ଟ୍ରାନ୍ସକ୍ରିପ୍ଟ୍ ଦେଖନ୍ତୁ
- ଆପଣଙ୍କ ଫେଭରିଟ୍ ପଡ୍କାଷ୍ଟ୍କୁ ଅନୁସରଣ କରନ୍ତୁ
- ପଡ୍କାଷ୍ଟ୍ ରେଟ୍ କିମ୍ବା ସମୀକ୍ଷା କରନ୍ତୁ
- ପଡ୍କାଷ୍ଟ୍ ୱିଜେଟ୍ ବ୍ଯବହାର କରନ୍ତୁ
- ଆପଣଙ୍କ ଫେଭରିଟ୍ ପଡ୍କାଷ୍ଟ୍ ବର୍ଗ ଏବଂ ଚ୍ଯାନେଲ୍ ଚୟନ କରନ୍ତୁ
- ଆପଣଙ୍କ ପଡ୍କାଷ୍ଟ୍ ଲାଇବ୍ରେରି ବ୍ଯବସ୍ଥିତ କରନ୍ତୁ
- ପଡ୍କାଷ୍ଟ୍ ଡାଉନ୍ଲୋଡ୍ କରନ୍ତୁ, ସେଭ୍ କରନ୍ତୁ, କାଢ଼ନ୍ତୁ ଏବଂ ଶେୟର୍ କରନ୍ତୁ
- ପଡ୍କାଷ୍ଟ୍କୁ ସବ୍ସ୍କ୍ରାଇବ୍ କରନ୍ତୁ
- iPad ରେ ଥିବା ପଡ୍କାଷ୍ଟ୍ରେ ଆପ୍ ସବ୍ସ୍କ୍ରିପ୍ସନ୍ ସଂଯୋଗ କରନ୍ତୁ
- ଡାଉନ୍ଲୋଡ୍ ସେଟିଂସ୍ ପରିବର୍ତ୍ତନ କରନ୍ତୁ
-
- ରିମାଇଣ୍ଡର୍ ସହିତ ଆରମ୍ଭ କରନ୍ତୁ
- ରିମାଇଣ୍ଡର୍ ତିଆରି କରନ୍ତୁ
- ଏକ ଗ୍ରୋସରୀ ଲିଷ୍ଟ୍ ତିଆରି କରନ୍ତୁ
- ବିବରଣୀ ଯୋଡ଼ନ୍ତୁ
- ଆଇଟମ୍ଗୁଡ଼ିକ ସମ୍ପୂର୍ଣ୍ଣ କରନ୍ତୁ
- ରିମାଇଣ୍ଡର୍ ଡିଲୀଟ୍ କରନ୍ତୁ ଏବଂ ରିକଭର୍ କରନ୍ତୁ
- ଏକ ଲିଷ୍ଟ୍ ଏଡିଟ୍ କରନ୍ତୁ ଏବଂ ବ୍ଯବସ୍ଥିତ କରନ୍ତୁ
- ଆପଣଙ୍କ ଲିଷ୍ଟ୍ଗୁଡ଼ିକ ସର୍ଚ୍ଚ୍ କରନ୍ତୁ
- ଏକାଧିକ ଲିଷ୍ଟ୍ ବ୍ଯବସ୍ଥିତ କରନ୍ତୁ
- ଆଇଟମ୍ଗୁଡ଼ିକୁ ଟ୍ଯାଗ୍ କରନ୍ତୁ
- ସ୍ମାର୍ଟ ଲିଷ୍ଟ୍ ବ୍ଯବହାର କରନ୍ତୁ
- ଶେୟର୍ ଓ ସହଯୋଗ କରନ୍ତୁ
- ଏକ ଲିଷ୍ଟ୍ ପ୍ରିଣ୍ଟ୍ କରନ୍ତୁ
- ଟେମ୍ପ୍ଲେଟ୍ ସହିତ କାର୍ଯ୍ୟ କରନ୍ତୁ
- ଆକାଉଣ୍ଟ୍ ଯୋଡ଼ନ୍ତୁ କିମ୍ବା କାଢ଼ି ଦିଅନ୍ତୁ
- ରିମାଇଣ୍ଡର୍ ସେଟିଂସ୍ ବଦଳାନ୍ତୁ
- କୀ’ବୋର୍ଡ୍ ଶର୍ଟ୍କଟ୍ ବ୍ଯବହାର କରନ୍ତୁ
-
- Safari ସାହାଯ୍ୟରେ ଆରମ୍ଭ କରନ୍ତୁ
- ୱେବ୍ ବ୍ରାଉଜ୍ କରନ୍ତୁ
- ଓ୍ବେବ୍ସାଇଟ୍ ସର୍ଚ୍ଚ୍ କରନ୍ତୁ
- ଆପଣଙ୍କ Safari ସେଟିଂସ୍ କଷ୍ଟମାଇଜ୍ କରନ୍ତୁ
- ଲେଆଉଟ୍ ପରିବର୍ତ୍ତନ କରନ୍ତୁ
- ଏକାଧିକ Safari ପ୍ରୋଫାଇଲ୍ ତିଆରି କରନ୍ତୁ
- ଏକ ୱେବ୍ପେଜ୍ ଶୁଣନ୍ତୁ
- ଟାବ୍ରେ ଥିବା ଅଡିଓ ମ୍ଯୂଟ୍ କରନ୍ତୁ
- ଓ୍ବେବ୍ସାଇଟ୍କୁ ବୁକ୍ମାର୍କ୍ କରନ୍ତୁ
- ୱେବ୍ ଆପ୍ ଭାବରେ ଖୋଲନ୍ତୁ
- ଏକ ଓ୍ବେବ୍ସାଇଟ୍କୁ ଏକ ଫେଭରିଟ୍ ଭାବରେ ବୁକ୍ମାର୍କ୍ କରନ୍ତୁ
- ଏକ ରୀଡିଂ ଲିଷ୍ଟ୍ରେ ପୃଷ୍ଠାଗୁଡ଼ିକୁ ସେଭ୍ କରନ୍ତୁ
- ଆପଣଙ୍କ ସହିତ ଶେୟର୍ କରାଯାଇଥିବା ଲିଙ୍କ୍ ଖୋଜନ୍ତୁ
- PDF ଡାଉନ୍ଲୋଡ୍ କରନ୍ତୁ
- ୱେବ୍ପେଜ୍କୁ PDF ଭାବରେ ଏନୋଟେଟ୍ କରି ସେଭ୍ କରନ୍ତୁ
- ଫର୍ମ୍ ପୂରଣ କରନ୍ତୁ
- ଏକ୍ସ୍ଟେନ୍ଶନ୍ ପାଆନ୍ତୁ
- ଆପଣଙ୍କ କେଚ୍ ଏବଂ କୁକି କ୍ଲିଅର୍ କରନ୍ତୁ
- କୁକି ସକ୍ଷମ କରନ୍ତୁ
- ଶର୍ଟ୍କଟ୍
- ଟିପ୍ସ୍
- TV
-
- ଭଏସ୍ ମେମୋ ସହାୟତାରେ ଆରମ୍ଭ କରନ୍ତୁ
- ଏକ ରେକର୍ଡିଂ କରନ୍ତୁ
- ଏକ ଟ୍ରାନ୍ସ୍କ୍ରିପ୍ସନ୍ ଦେଖନ୍ତୁ
- ଏହାକୁ ଚଲାନ୍ତୁ
- ସ୍ତରୀୟ ରେକର୍ଡିଂ ସହିତ କାମ କରନ୍ତୁ
- ଏକ ରେକର୍ଡିଂକୁ ଫାଇଲ୍କୁ ଏକ୍ସ୍ପୋର୍ଟ୍ କରନ୍ତୁ
- ଗୋଟିଏ ରେକର୍ଡିଂ ଏଡିଟ୍ କିମ୍ବା ଡିଲୀଟ୍ କରନ୍ତୁ
- ରେକର୍ଡିଂ ଅପ୍ ଟୁ ଡେଟ୍ ରଖନ୍ତୁ
- ରେକର୍ଡିଂ ସଂଗଠିତ କରନ୍ତୁ
- ଏକ ରେକର୍ଡିଂ ସର୍ଚ୍ଚ୍ କରନ୍ତୁ କିମ୍ବା ରୀନେମ୍ କରନ୍ତୁ
- ଏକ ରେକର୍ଡିଂ ଶେୟର୍ କରନ୍ତୁ
- ଏକ ରେକର୍ଡିଂ ଡ୍ୟୂପ୍ଲିକେଟ୍ କରନ୍ତୁ
-
- ପାୱର୍ ଆଡାପ୍ଟର୍ ଏବଂ ଚାର୍ଜ୍ କେବଲ୍
- ହେଡଫୋନ୍ ଅଡିଓ-ଲେଭଲ୍ ଫୀଚର୍ ବ୍ଯବହାର କରନ୍ତୁ
-
- Apple Pencil କମ୍ପାଟିବିଲିଟି
- Apple Pencil (1ମ ଜେନେରେଶନ୍)ପେୟର୍ କରନ୍ତୁ ଏବଂ ଚାର୍ଜ୍ କରନ୍ତୁ
- Apple Pencil (2ୟ ଜେନେରେଶନ୍) ପେୟର୍ କରନ୍ତୁ ଏବଂ ଚାର୍ଜ୍ କରନ୍ତୁ
- Apple Pencil (USB-C) ପେୟର୍ ଏବଂ ଚାର୍ଜ୍ କରନ୍ତୁ
- Apple Pencil Proକୁ ପେୟର୍ ଏବଂ ଚାର୍ଜ୍ କରନ୍ତୁ
- ସ୍କ୍ରିବଲ୍ ସହିତ ଟେକ୍ସ୍ଟ୍ ଲେଖନ୍ତୁ
- Apple Pencil ସହିତ ଡ୍ର’ କରନ୍ତୁ
- Apple Pencil ସହିତ ଏକ ସ୍କ୍ରୀନ୍ଶଟ୍ ନିଅନ୍ତୁ ଏବଂ ଚିହ୍ନଟ କରନ୍ତୁ
- କ୍ୱିକ୍ ନୋଟ୍ ଲେଖନ୍ତୁ
- HomePod ଏବଂ ଅନ୍ଯ ୱାୟରଲେସ୍ ସ୍ପୀକର୍
- ବାହ୍ଯ ଷ୍ଟୋରେଜ୍ ଡିଭାଇସ୍
- Bluetooth ଆକ୍ସେସରି ସଂଯୋଗ କରନ୍ତୁ
- ଆପଣଙ୍କ iPadରୁ Bluetooth ଆକ୍ସେସରିରେ ଆପଣଙ୍କ iPadରୁ ଅଡିଓ ଚଲାନ୍ତୁ
- Fitness+ ସହିତ Apple Watch
- ପ୍ରିଣ୍ଟର୍
- ପଲିସିଂ କପଡ଼ା
-
- କଣ୍ଟିନ୍ୟୁଇଟିର ପରିଚୟ
- ଆଖପାଖରେ ଥିବା ଡିଭାଇସ୍ଗୁଡ଼ିକୁ ଆଇଟମ୍ ପଠାଇବା ପାଇଁ AirDrop ବ୍ୟବହାର କରନ୍ତୁ
- ଡିଭାଇସ୍ଗୁଡ଼ିକୁ ମଧ୍ଯରେ ଟାସ୍କ୍କୁ ବାଣ୍ଟନ୍ତୁ
- ଡିଭାଇସ୍ଗୁଡ଼ିକ ମଧ୍ଯରେ କପି ଏବଂ ପେଷ୍ଟ୍ କରନ୍ତୁ
- ଆପଣଙ୍କ iPadର ସ୍କ୍ରୀନ୍ ଷ୍ଟ୍ରୀମିଂ କିମ୍ବା ମିରର୍ କରନ୍ତୁ
- ଆପଣଙ୍କ iPadରେ ଫୋନ୍ କଲ୍ ଏବଂ ଟେକ୍ସ୍ଟ୍ ମେସେଜ୍ ପାଇଁ ଅନୁମତି ଦିଅନ୍ତୁ
- ପର୍ସନଲ୍ ହଟ୍ସ୍ପଟ୍ ସହ ଆପଣଙ୍କ ଇଣ୍ଟର୍ନେଟ୍ ସଂଯୋଗ ଶେୟର୍ କରନ୍ତୁ
- Apple TV 4K ପାଇଁ ଓ୍ବେବ୍କ୍ଯାମ୍ ଭାବରେ ଆପଣଙ୍କ iPad ବ୍ଯବହାର କରନ୍ତୁ
- Macରେ ସ୍କେଚ୍, ଫଟୋ ଏବଂ ସ୍କାନ୍ ଇନ୍ସର୍ଟ୍ କରନ୍ତୁ
- ଆପଣଙ୍କ iPadକୁ ଦ୍ବିତୀୟ ଡିସ୍ପ୍ଲେ ଭାବେ ବ୍ଯବହାର କରନ୍ତୁ
- Mac ଏବଂ iPadକୁ କଣ୍ଟ୍ରୋଲ୍ କରିବା ପାଇଁ ଗୋଟିଏ କୀ’ବୋର୍ଡ୍ ଏବଂ ମାଉସ୍ ବ୍ଯବହାର କରନ୍ତୁ
- ଏକ କେବଲ୍ ମାଧ୍ୟମରେ iPad ଏବଂ ଆପଣଙ୍କ କମ୍ପ୍ୟୂଟର୍କୁ ସଂଯୋଗ କରନ୍ତୁ
- ଡିଭାଇସ୍ଗୁଡ଼ିକ ମଧ୍ଯରେ ଫାଇଲ୍ ଟ୍ରାନ୍ସଫର୍ କରନ୍ତୁ
-
- ଆକ୍ସେସିବିଲିଟି ଫୀଚର୍ ସହିତ ଆରମ୍ଭ କରନ୍ତୁ
- ସେଟ୍ଅପ୍ ସମୟରେ ଆକ୍ସେସିବିଲିଟି ଫୀଚର୍ ବ୍ୟବହାର କରନ୍ତୁ
- Siri ଆକ୍ସେସିବିଲିଟି ସେଟିଂସ୍ ବଦଳାନ୍ତୁ
- ଆକ୍ସେସିବିଲିଟି ଫୀଚର୍ ଶୀଘ୍ର ଚାଲୁ କିମ୍ବା ବନ୍ଦ କରନ୍ତୁ
- ଅନ୍ଯ ଡିଭାଇସ୍ ସହିତ ଆପଣଙ୍କ ଆକ୍ସେସିବିଲିଟି ସେଟିଂସ୍ ଶେୟର୍ କରନ୍ତୁ
-
- ଭିଜନ୍ ପାଇଁ ଆକ୍ସେସିବିଲିଟି ଫୀଚର୍ଗୁଡ଼ିକର ସମୀକ୍ଷା
- ଆକ୍ସେସିବିଲିଟି ରୀଡର୍ ସହିତ ଆପ୍ରେ ଥିବା ଟେକ୍ସ୍ଟ୍ ପଢ଼ନ୍ତୁ କିମ୍ବା ଶୁଣନ୍ତୁ
- ଜୂମ୍ ଇନ୍ କରନ୍ତୁ
- ଆପଣ ରୀଡ୍ କରୁଥିବା କିମ୍ବା ଟାଇପ୍ କରୁଥିବା ଟେକ୍ସଟ୍ର ଏକ ବଡ଼ ଭର୍ଶନ୍ ଦେଖନ୍ତୁ
- ଡିସ୍ପ୍ଲେ ରଙ୍ଗ ବଦଳାନ୍ତୁ
- ଟେକ୍ସ୍ଟ୍କୁ ପଢ଼ିବା ସହଜ କରନ୍ତୁ
- ଅନ୍ସ୍କ୍ରୀନ୍ ଉପାଦାନ ଦେଖିବା ସହଜ କରନ୍ତୁ
- ଅନ୍ସ୍କ୍ରୀନ୍ ମୋଶନ୍ କଷ୍ଟମାଇଜ୍ କରନ୍ତୁ
- ଏକ ଗାଡ଼ିରେ ଯାତ୍ରା କରିବା ସମୟରେ iPad କୁ ଅଧିକ ଆରାମରେ ବ୍ଯବହାର କରନ୍ତୁ
- ଭିଜୁଅଲ୍ ସେଟିଂସ୍ ଆପ୍ ଅନୁଯାୟୀ କଷ୍ଟମାଇଜ୍ କରନ୍ତୁ
- ସ୍କ୍ରୀନ୍ରେ କ’ଣ ଅଛି କିମ୍ବା ଟାଇପ୍ ହୋଇଛି ଶୁଣନ୍ତୁ
- ଅଡିଓ ବିବରଣୀ ଶୁଣନ୍ତୁ
-
- ଚାଲୁ କରନ୍ତୁ ଏବଂ VoiceOver ଅଭ୍ଯାସ କରନ୍ତୁ
- ଆପଣଙ୍କ VoiceOver ସେଟିଂସ୍ ବଦଳାନ୍ତୁ
- VoiceOver ଜେଶ୍ଚର୍ ବ୍ଯବହାର କରନ୍ତୁ
- VoiceOver ଅନ୍ ଥିବା ସମୟରେ iPad ପରିଚାଳନା କରନ୍ତୁ
- ରୋଟର୍ ବ୍ୟବହାର କରି VoiceOver ନିୟନ୍ତ୍ରଣ କରନ୍ତୁ
- ଅନ୍ ସ୍କ୍ରୀନ୍ କୀ’ବୋର୍ଡ୍ ବ୍ଯବହାର କରନ୍ତୁ
- ନିଜ ଆଙ୍ଗୁଠିରେ ଲେଖନ୍ତୁ
- ସ୍କ୍ରୀନ୍ ଅଫ୍ ରଖନ୍ତୁ
- ଏକ ବାହ୍ଯ କୀ’ବୋର୍ଡ୍ ସହିତ VoiceOver ବ୍ଯବହାର କରନ୍ତୁ
- ଏକ ବ୍ରେଲ୍ ଡିସ୍ପ୍ଲେ ବ୍ଯବହାର କରନ୍ତୁ
- ସ୍କ୍ରୀନ୍ରେ ବ୍ରେଲ୍ ଟାଇପ୍ କରନ୍ତୁ
- ବ୍ରେଲ୍ ଡିସ୍ପ୍ଲେ ସହିତ ବ୍ରେଲ୍ ଆକ୍ସେସ୍ ବ୍ଯବହାର କରନ୍ତୁ
- ଜେଶ୍ଚର୍ ଏବଂ କୀ’ବୋର୍ଡ୍ ଶର୍ଟ୍କଟ୍କୁ କଷ୍ଟମାଇଜ୍ କରନ୍ତୁ
- ଏକ ପଏଣ୍ଟର୍ ଡିଭାଇସ୍ ସହିତ VoiceOver ବ୍ଯବହାର କରନ୍ତୁ
- ଆପଣଙ୍କ ସ୍କ୍ରୀନ୍ରେ ଏବଂ ଆପଣଙ୍କ ଚାରିପାଖରେ କ’ଣ ଅଛି ଶୁଣନ୍ତୁ
- ଆପ୍ରେ VoiceOver ବ୍ଯବହାର କରନ୍ତୁ
-
- ଗତିଶୀଳତା ପାଇଁ ଆକ୍ସେସିବିଲିଟି ଫୀଚର୍ଗୁଡ଼ିକର ସମୀକ୍ଷା
- AssistiveTouch ବ୍ଯବହାର କରନ୍ତୁ
- iPadରେ ଏକ ଆଡ୍ଜଷ୍ଟେବଲ୍ ଅନ୍ସ୍କ୍ରୀନ୍ ଟ୍ରାକ୍ପ୍ୟାଡ୍ ବ୍ଯବହାର କରନ୍ତୁ
- ଆପଣଙ୍କ ଆଖିର ଗତିବିଧି ସହିତ iPadକୁ କଣ୍ଟ୍ରୋଲ୍ କରନ୍ତୁ
- ଆପଣଙ୍କ ମୁଣ୍ଡର ଗତିବିଧି ସାହାଯ୍ୟରେ iPad କଣ୍ଟ୍ରୋଲ୍ କରନ୍ତୁ
- iPad ଆପଣଙ୍କ ସ୍ପର୍ଶକୁ କିପରି ପ୍ରତିକ୍ରିୟା ଦେବ ତାହା ଆଡ୍ଜଷ୍ଟ୍ କରନ୍ତୁ
- ସ୍ୱତଃ-ଉତ୍ତର କଲ୍ଗୁଡ଼ିକ
- Face ID ଏବଂ ଅଟେନ୍ସନ୍ର ସେଟିଂସ୍ ପରିବର୍ତ୍ତନ କରନ୍ତୁ
- ଭଏସ୍ କଣ୍ଟ୍ରୋଲ୍ ବ୍ଯବହାର କରନ୍ତୁ
- ଶୀର୍ଷ କିମ୍ବା ହୋମ୍ ବଟନ୍ ଆଡ୍ଜଷ୍ଟ୍ କରନ୍ତୁ
- Apple TV 4K ରିମୋଟ୍ର ବଟନ୍ ବ୍ଯବହାର କରନ୍ତୁ
- ପଏଣ୍ଟର୍ ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ
- କୀ’ବୋର୍ଡ୍ ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ
- ଏକ ବାହ୍ୟ କୀ’ବୋର୍ଡ୍ ସହିତ iPadକୁ କଣ୍ଟ୍ରୋଲ୍ କରନ୍ତୁ
- AirPods ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ
- Apple Pencil ପାଇଁ ଡବଲ୍-ଟାପ୍ ଏବଂ ସ୍କ୍ୱିଜ୍ ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ
-
- ଶ୍ରବଣ ପାଇଁ ଆକ୍ସେସିବିଲିଟି ଫୀଚର୍ଗୁଡ଼ିକର ସମୀକ୍ଷା
- ଶ୍ରବଣ ଡିଭାଇସ୍ ବ୍ୟବହାର କରନ୍ତୁ
- “ଲାଇଭ୍ ଶୁଣନ୍ତୁ” ବ୍ଯବହାର କରନ୍ତୁ
- ସାଉଣ୍ଡ୍ ଚିହ୍ନଟକରଣ ବ୍ଯବହାର କରନ୍ତୁ
- ଆପଣଙ୍କ ନାମ ଡକାଯିବା ସମୟରେ ସୂଚନା ପ୍ରାପ୍ତ କରନ୍ତୁ
- ସେଟ୍ ଅପ୍ କରି RTT ବ୍ୟବହାର କରନ୍ତୁ
- ନୋଟିଫିକେଶନ୍ ପାଇଁ ଇଣ୍ଡିକେଟର୍ ଲାଇଟ୍ କିମ୍ବା ସ୍କ୍ରୀନ୍ ଫ୍ଲାଶ୍ କରନ୍ତୁ
- ଅଡିଓ ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ
- ବ୍ଯାକ୍ଗ୍ରାଉଣ୍ଡ୍ ସାଉଣ୍ଡ୍ ଚଲାନ୍ତୁ
- ଡିସ୍ପ୍ଲେ ଉପଶୀର୍ଷକ ଏବଂ କ୍ଯାପ୍ସନ୍
- ଇଣ୍ଟର୍କମ୍ ମେସେଜ୍ ପାଇଁ ଟ୍ରାନ୍ସ୍କ୍ରିପ୍ସନ୍ ଦେଖାନ୍ତୁ
- କଥିତ ଅଡିଓର ଲାଇଭ୍ କ୍ଯାପ୍ସନ୍ ପ୍ରାପ୍ତ କରନ୍ତୁ
-
- ଆପଣ କ’ଣ ଶେୟର୍ କରୁଛନ୍ତି ତାହା କଣ୍ଟ୍ରୋଲ୍ କରନ୍ତୁ
- ଲକ୍ ସ୍କ୍ରୀନ୍ ଫୀଚର୍ ଚାଲୁ କରନ୍ତୁ
- କଣ୍ଟାକ୍ଟ୍ ବ୍ଲକ୍ କରନ୍ତୁ
- ଆପଣଙ୍କ Apple ଆକାଉଣ୍ଟ୍ ସୁରକ୍ଷିତ ରଖନ୍ତୁ
- “ମୋ ଇମେଲ୍ ଠିକଣା ଲୁଚାନ୍ତୁ” ତିଆରି କରି ପରିଚାଳନା କରନ୍ତୁ
- iCloud ପ୍ରାଇଭେଟ୍ ରିଲେ ସହିତ ଆପଣଙ୍କ ୱେବ୍ ବ୍ରାଉଜିଂ ସୁରକ୍ଷିତ କରନ୍ତୁ
- ଏକ ଗୋପନୀୟ ନେଟ୍ୱର୍କ୍ ଠିକଣା ବ୍ୟବହାର କରନ୍ତୁ
- ଆଡ୍ଭାନ୍ସଡ୍ ଡେଟା ସୁରକ୍ଷା ବ୍ୟବହାର କରନ୍ତୁ
- ଲକ୍ଡାଉନ୍ ମୋଡ୍ ବ୍ୟବହାର କରନ୍ତୁ
- ବ୍ୟାକ୍ଗ୍ରାଉଣ୍ଡ୍ ସୁରକ୍ଷା ଉନ୍ନତି ଇନ୍ଷ୍ଟଲ୍ କରନ୍ତୁ
- ସମ୍ବେଦନଶୀଳ ବିଷୟବସ୍ତୁ ବିଷୟରେ ଚେତାବନୀ ପ୍ରାପ୍ତ କରନ୍ତୁ
- କଣ୍ଟାକ୍ଟ୍ କୀ’ ଯାଞ୍ଚକରଣ ବ୍ୟବହାର କରନ୍ତୁ
- ମିଥ୍ୟା ପରିଚୟ ପ୍ରଦାନ ବିପଦ ଚିହ୍ନଟକରଣ ବ୍ୟବହାର କରନ୍ତୁ
-
- iPad ଚାଲୁ କିମ୍ବା ବନ୍ଦ କରନ୍ତୁ
- iPadକୁ ଫୋର୍ସ୍ ରୀଷ୍ଟାର୍ଟ୍ କରନ୍ତୁ
- iPadOS ଅପ୍ଡେଟ୍ କରନ୍ତୁ
- iPad ବ୍ଯାକ୍ ଅପ୍ ନିଅନ୍ତୁ
- iPad ସେଟିଂସ୍ ରୀସେଟ୍ କରନ୍ତୁ
- iPadକୁ ଇରେଜ୍ କରନ୍ତୁ
- ବ୍ଯାକ୍ଅପ୍ରୁ ସମସ୍ତ ବିଷୟବସ୍ତୁ ରିଷ୍ଟୋର୍ କରନ୍ତୁ
- କ୍ରୟ ଏବଂ ଡିଲୀଟ୍ କରାଯାଇଥିବା ଆଇଟମ୍ଗୁଡ଼ିକୁ ରିଷ୍ଟୋର୍ କରନ୍ତୁ
- ଆପଣଙ୍କ iPadରେ ବିକ୍ରୟ, ଦାନ କିମ୍ୱା ବ୍ଯାପାର କରନ୍ତୁ
- କନ୍ଫିଗ୍ରେଶନ୍ ପ୍ରୋଫାଇଲ୍କୁ ଇନ୍ଷ୍ଟଲ୍ କରନ୍ତୁ କିମ୍ବା କାଢ଼ି ଦିଅନ୍ତୁ
- କପିରାଇଟ୍ ଓ ଟ୍ରେଡ୍ମାର୍କ୍
iPad ଷ୍ଟାଟସ୍ ଆଇକନ୍ର ଅର୍ଥ ଜାଣନ୍ତୁ
ସ୍କ୍ରୀନ୍ର ଶୀର୍ଷରେ ସ୍ଥିତି ବାର୍ରେ ଥିବା ଆଇକନ୍ଗୁଡ଼ିକ iPad ବିଷୟରେ ସୂଚନା ପ୍ରଦାନ କରେ। ଷ୍ଟେଜ୍ ପରିଚାଳକ କିମ୍ବା ୱିଣ୍ଡୋରେ ଥିବା ଆପ୍ ଚାଲୁ ଥିବା ସମୟରେ, ଅତିରିକ୍ତ ଆଇକନ୍ ମେନ୍ୟୂ ବାର୍ରେ ଦେଖାଯାଏ।
ନୋଟ୍: ଯଦି ଆପଣ ଏକ ଫୋକସ୍ ଚାଲୁ କରନ୍ତି, ତେବେ ଏହାର ଆଇକନ୍, ସ୍ଥିତି ବାର୍ରେ ଦେଖାଯିବ।
ଗୋପନୀୟତା ଇଣ୍ଡିକେଟର୍
ସ୍ଥିତି ଆଇକନ୍ | ଏହାର ଅର୍ଥ କ’ଣ | ||||||||||
|---|---|---|---|---|---|---|---|---|---|---|---|
ବ୍ୟବହାର ହେଉଥିବା କ୍ୟାମେରା। ଏକ ଆପ୍ ଆପଣଙ୍କ କ୍ୟାମେରା ବ୍ୟବହାର କରୁଛି। ଯଦି ଆପଣ ସକ୍ରିୟ ଭାବରେ ଏକ କ୍ୟାମେରା ବ୍ଯବହାର କରୁନାହାନ୍ତି, ତେବେ କେଉଁ ଆପ୍ ଚାଲୁଛି ତାହା ଯାଞ୍ଚ କରନ୍ତୁ। କେଉଁ ଆପ୍ ପାଖରେ କ୍ୟାମେରା ଏବଂ ମାଇକ୍ରୋଫୋନ୍ ଆକ୍ସେସ୍ ରହିବ ତାହା କଣ୍ଟ୍ରୋଲ୍ କରନ୍ତୁ ଦେଖନ୍ତୁ। | |||||||||||
ବ୍ଯବହାର ହେଉଥିବା ମାଇକ୍ରୋଫୋନ୍। ଏକ ଆପ୍ ଆପଣଙ୍କ ମାଇକ୍ରୋଫୋନ୍ ବ୍ୟବହାର କରୁଛି। ଯଦି ଆପଣ ଗୋଟିଏ ଆପ୍ ଆପଣଙ୍କ ମାଇକ୍ରୋଫୋନ୍ ବ୍ୟବହାର କରିବା ପାଇଁ ଆଶା କରୁନାହାନ୍ତି, ତେବେ କେଉଁ ଆପ୍ ଚାଲୁଛି ତାହା ଯାଞ୍ଚ କରନ୍ତୁ। ଯେଉଁ ଆପ୍ ପାଖରେ କ୍ୟାମେରା ଏବଂ ମାଇକ୍ରୋଫୋନ୍ ଆକ୍ସେସ୍ ଅଛି ତାହା କଣ୍ଟ୍ରୋଲ୍ କରନ୍ତୁ ଦେଖନ୍ତୁ। | |||||||||||
ଲୋକେଶନ୍ ସେବା। ଏକ ଆପ୍ ଲୋକେଶନ୍ ସେବା ବ୍ୟବହାର କରୁଛି। କେଉଁ ଆପ୍ ଲୋକେଶନ୍ ବ୍ୟବହାର କରିପାରିବ ତାହା କଣ୍ଟ୍ରୋଲ୍ କରନ୍ତୁ ଦେଖନ୍ତୁ। | |||||||||||
ଲକ୍ କରନ୍ତୁ। iPad ଲକ୍ ଅଛି। iPad ୱେକ୍ କରନ୍ତୁ, ଅନ୍ଲକ୍ କରନ୍ତୁ ଏବଂ ଲକ୍ କରନ୍ତୁ ଦେଖନ୍ତୁ। | |||||||||||
ବ୍ୟାଟରି
ସ୍ଥିତି ଆଇକନ୍ | ଏହାର ଅର୍ଥ କ’ଣ | ||||||||||
|---|---|---|---|---|---|---|---|---|---|---|---|
ବ୍ୟାଟରି। iPad ବ୍ୟାଟରି ଲେଭଲ୍ ଦେଖାଏ। ଆଇକନ୍ ହଳଦିଆ ଥିଲେ, ଲୋ ପାୱର୍ ମୋଡ୍ ଚାଲୁ ଥାଏ। ”iPad ବ୍ଯାଟରି ପ୍ରତିଶତ ଦେଖାନ୍ତୁ” ଦେଖନ୍ତୁ। | |||||||||||
ବ୍ୟାଟରି ଚାର୍ଜିଂ। iPad ବ୍ୟାଟରି ଚାର୍ଜ୍ ହେଉଛି। ଆଇକନ୍ ଧୂସର ଥିବା ସମୟରେ ଚାର୍ଜିଂ ପଜ୍ ହୋଇଥାଏ। ”iPad ବ୍ଯାଟରି ଚାର୍ଜ କରନ୍ତୁ” ଦେଖନ୍ତୁ। | |||||||||||
Bluetooth ବ୍ୟାଟରି। ଏକ ପେୟର୍ ହୋଇଥିବା Bluetooth ଡିଭାଇସ୍ର ବ୍ଯାଟରି ଲେଭଲ୍ ଦେଖାଏ। ”Bluetooth ଆକ୍ସେସରି ସହିତ iPad ସଂଯୋଗ କରନ୍ତୁ” ଦେଖନ୍ତୁ। | |||||||||||
କନେକ୍ଟିଭିଟି
ସ୍ଥିତି ଆଇକନ୍ | ଏହାର ଅର୍ଥ କ’ଣ | ||||||||||
|---|---|---|---|---|---|---|---|---|---|---|---|
Wi-Fi। iPad ଏକ Wi-Fi ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ହୋଇଛି। ଯେତେ ଅଧିକ ବାର୍, ସଂଯୋଗ ସେତେ ଶକ୍ତିଶାଳୀ। ”iPad କୁ ଇଣ୍ଟର୍ନେଟ୍ ସହିତ ସଂଯୋଗ କରନ୍ତୁ” ଦେଖନ୍ତୁ। | |||||||||||
ମୋବାଇଲ୍ ସିଗ୍ନଲ୍। iPad (Wi-Fi + Cellular ମଡେଲ୍) ମୋବାଇଲ୍ ନେଟ୍ୱର୍କ୍ ରେଞ୍ଜ୍ ମଧ୍ଯରେ ଅଛି। ଯଦି କୌଣସି ସିଗ୍ନଲ୍ ନାହିଁ, ତେବେ “ସେବା ଉପଲବ୍ଧ ନାହିଁ” ଦେଖାଯିବ। | |||||||||||
ଏୟର୍ପ୍ଲେନ୍ ମୋଡ୍। ଏୟର୍ପ୍ଲେନ୍ ମୋଡ୍ ଅନ୍ ଅଛି। ଅଣ-ୱାୟର୍ଲେସ୍ ଫୀଚର୍ଗୁଡ଼ିକ ଉପଲବ୍ଧ ଅଛି କିନ୍ତୁ ୱାୟର୍ଲେସ୍ ଫଙ୍କ୍ଶନ୍ଗୁଡ଼ିକ ଅକ୍ଷମ କରାଯାଇପାରେ। ଯାତ୍ରା ପାଇଁ iPad ସେଟିଂସ୍ ବାଛନ୍ତୁ ଦେଖନ୍ତୁ। | |||||||||||
5G। ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀଙ୍କ 5G ନେଟ୍ୱର୍କ୍ ଉପଲବ୍ଧ ଅଛି ଏବଂ 5G ସମର୍ଥିତ ମଡେଲ୍ ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ)। Apple ସହାୟତା ଆର୍ଟିକଲ୍ ଆପଣଙ୍କ iPad ସହିତ 5G ବ୍ୟବହାର କରନ୍ତୁ ଦେଖନ୍ତୁ। | |||||||||||
5G UC। ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀର 5G UC ନେଟ୍ୱର୍କ୍ ଉପଲବ୍ଧ ଅଛି, ଯେଉଁଥିରେ ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀର 5G ର ଉଚ୍ଚତର ଫ୍ରୀକ୍ୱେନ୍ସି ଭର୍ଶନ୍ ଅନ୍ତର୍ଭୁକ୍ତ କରିପାରିବ। 5G ସମର୍ଥିତ ମଡେଲ୍ ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)। Apple ସହାୟତା ଆର୍ଟିକଲ୍ ଆପଣଙ୍କ iPad ସହିତ 5G ବ୍ୟବହାର କରନ୍ତୁ ଦେଖନ୍ତୁ। | |||||||||||
5G+। ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀର 5G+ ନେଟ୍ୱର୍କ୍ ଉପଲବ୍ଧ ଅଛି, ଯେଉଁଥିରେ ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀର 5G ର ଉଚ୍ଚତର ଫ୍ରୀକ୍ୱେନ୍ସି ଭର୍ଶନ୍ ଅନ୍ତର୍ଭୁକ୍ତ କରିପାରିବ। 5G ସମର୍ଥିତ ମଡେଲ୍ ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)। Apple ସହାୟତା ଆର୍ଟିକଲ୍ ଆପଣଙ୍କ iPad ସହିତ 5G ବ୍ୟବହାର କରନ୍ତୁ ଦେଖନ୍ତୁ। | |||||||||||
5G UW। ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀର 5G UW ନେଟ୍ୱର୍କ୍ ଉପଲବ୍ଧ ଅଛି, ଯେଉଁଥିରେ ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀର 5G ର ଉଚ୍ଚତର ଫ୍ରୀକ୍ୱେନ୍ସି ଭର୍ଶନ୍ ଅନ୍ତର୍ଭୁକ୍ତ କରିପାରିବ। 5G ସମର୍ଥିତ ମଡେଲ୍ ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)। Apple ସହାୟତା ଆର୍ଟିକଲ୍ ଆପଣଙ୍କ iPad ସହିତ 5G ବ୍ୟବହାର କରନ୍ତୁ ଦେଖନ୍ତୁ। | |||||||||||
5G E। ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀର 5G E ନେଟ୍ୱର୍କ୍ ଉପଲବ୍ଧ ଅଛି 5G ସମର୍ଥିତ ମଡେଲ୍ ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ)। View or change cellular data settings on iPad (Wi-Fi + Cellular models) ଦେଖନ୍ତୁ। | |||||||||||
LTE। iPad (Wi-Fi + Cellular ମଡେଲ୍) ଏକ 4G LTE ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ଅଛି (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)। View or change cellular data settings on iPad (Wi-Fi + Cellular models) ଦେଖନ୍ତୁ। | |||||||||||
4G। iPad (Wi-Fi + Cellular ସେବା ମଡେଲ୍) ଏକ 4G ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ଅଛି (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)। View or change cellular data settings on iPad (Wi-Fi + Cellular models) ଦେଖନ୍ତୁ। | |||||||||||
3G। iPad (Wi-Fi + Cellular ମଡେଲ୍) ଏକ 3G ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ଅଛି। View or change cellular data settings on iPad (Wi-Fi + Cellular models) ଦେଖନ୍ତୁ। | |||||||||||
EDGE iPad (Wi-Fi + Cellular ମଡେଲ୍) ଏକ EDGE ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ଅଛି। View or change cellular data settings on iPad (Wi-Fi + Cellular models) ଦେଖନ୍ତୁ। | |||||||||||
GPRS। iPad (Wi-Fi + Cellular ସେବା ମଡେଲ୍) ଏକ GPRS ନେଟ୍ୱର୍କ୍ ଜରିଆରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ଅଛି। View or change cellular data settings on iPad (Wi-Fi + Cellular models) ଦେଖନ୍ତୁ। | |||||||||||
ପର୍ସନଲ୍ ହଟ୍ସ୍ପଟ୍ ସଂଯୋଗ। iPad ଅନ୍ଯ ଡିଭାଇସ୍ର ପର୍ସନଲ୍ ହଟ୍ସ୍ପଟ୍ ମାଧ୍ଯମରେ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ହୋଇଛି। ଏକ ପର୍ସନଲ୍ ହଟ୍ସ୍ପଟ୍ରେ ଯୋଗ ଦିଅନ୍ତୁ। | |||||||||||
VPN। iPad VPN ବ୍ୟବହାର କରି ଏକ ନେଟ୍ୱର୍କ୍ ସହିତ ସଂଯୁକ୍ତ ହୋଇଛି। | |||||||||||
ନେଟ୍ଓ୍ବର୍କ୍ ଆକ୍ଟିଭିଟି। ଏହା ନେଟ୍ୱର୍କ୍ ଆକ୍ଟିଭିଟି ଥିବା ଦର୍ଶାଇଥାଏ। କେତେକ ତୃତୀୟ-ପକ୍ଷ ଆପ୍ ଏକ ସକ୍ରିୟ ପ୍ରକ୍ରିୟା ଦେଖାଇବା ପାଇଁ ମଧ୍ଯ ଏହାକୁ ବ୍ଯବହାର କରିପାରନ୍ତି। ଇଣ୍ଟର୍ନେଟ୍ ସହିତ ସଂଯୋଗ କରନ୍ତୁ ଦେଖନ୍ତୁ। | |||||||||||
ସକ୍ରିୟ ସେଶନ୍
ସ୍ଥିତି ଆଇକନ୍ | ଏହାର ଅର୍ଥ କ’ଣ | ||||||||||
|---|---|---|---|---|---|---|---|---|---|---|---|
ଫୋନ୍ କଲ୍। iPad ଏକ ଫୋନ୍ କଲ୍ରେ ଅଛି। ”Wi-Fi ବ୍ୟବହାର କରି କଲ୍ କରନ୍ତୁ” ଦେଖନ୍ତୁ। | |||||||||||
FaceTime।iPad ଏକ FaceTime କଲ୍ରେ ଅଛି। FaceTime କଲ୍ କରନ୍ତୁ ଦେଖନ୍ତୁ। | |||||||||||
ସ୍କ୍ରୀନ୍ ରେକର୍ଡିଂ। iPad ଆପଣଙ୍କ ସ୍କ୍ରୀନ୍ ରେକର୍ଡିଂ କରୁଛି। ଏକ ସ୍କ୍ରୀନ୍ ରେକର୍ଡିଂକରନ୍ତୁ ଦେଖନ୍ତୁ। | |||||||||||
ପର୍ସନଲ୍ ହଟ୍ସ୍ପଟ୍। iPad ଏକ ପର୍ସନଲ୍ ହଟ୍ସ୍ପଟ୍ ପ୍ରଦାନ କରୁଛି। Share your internet connection from your iPad (Wi-Fi + Cellular) with Personal Hotspot ଦେଖନ୍ତୁ। | |||||||||||
ନାଭିଗେଶନ୍। iPad ଗୋଟିଏ ପରେ ଗୋଟିଏ-ଦିଗନିର୍ଦ୍ଦେଶ ପ୍ରଦାନ କରୁଛି। ”ମ୍ଯାପ୍ରେ ଡ୍ରାଇଭିଂ ଦିଗନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ” ଦେଖନ୍ତୁ। | |||||||||||
ସିଙ୍କ୍ ହେଉଛି। iPad ଆପଣଙ୍କ କମ୍ପ୍ୟୂଟର୍ ସହିତ ସିଙ୍କ୍ ହେଉଛି। ଆପଣଙ୍କ iPad ଏବଂ ଅନ୍ୟ ଡିଭାଇସ୍ ମଧ୍ୟରେ ଫାଇଲ୍ ଟ୍ରାନ୍ସ୍ଫର୍ କରନ୍ତୁ ଦେଖନ୍ତୁ। | |||||||||||
ଡିଷ୍ଟର୍ବ୍ କରନ୍ତୁ ନାହିଁ। “ଡିଷ୍ଟର୍ବ୍ କରନ୍ତୁ ନାହିଁ” ଚାଲୁ ହୋଇଛି। ଚାଲୁ କରନ୍ତୁ କିମ୍ବା ଏକ ଫୋକସ୍ ଶେଡ୍ୟୁଲ୍ କରନ୍ତୁଦେଖନ୍ତୁ। | |||||||||||
ଓରିଏଣ୍ଟେଶନ୍ ଲକ୍। ସ୍କ୍ରୀନ୍ ଓରିଏଣ୍ଟେଶନ୍ ଲକ୍ ହୋଇଛି। ଆପଣଙ୍କ ସ୍କ୍ରୀନ୍ ଓରିଏଣ୍ଟେଶନ୍ ଅନ୍ଲକ୍ କରିବାକୁ, କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ ଏବଂ | |||||||||||
ଆଲାର୍ମ୍। ଏକ ଆଲାର୍ମ୍ ସେଟ୍ ହୋଇଛି। ଏକ ଆଲାର୍ମ୍ ସେଟ୍ କରନ୍ତୁ ଦେଖନ୍ତୁ। | |||||||||||
ଷ୍ଟେଜ୍ ପରିଚାଳକ ଏବଂ ମଲ୍ଟିଟାସ୍କିଂ
ସ୍ଥିତି ଆଇକନ୍ | ଏହାର ଅର୍ଥ କ’ଣ | ||||||||||
|---|---|---|---|---|---|---|---|---|---|---|---|
ଷ୍ଟେଜ୍ ପରିଚାଳକ। ଷ୍ଟେଜ୍ ପରିଚାଳକ ଚାଲୁ ଅଛି। ଆପ୍ ଆପଣ ରୀସାଇଜ୍ ଏବଂ ଓଭର୍ଲ୍ୟାପ୍ କରିପାରୁଥିବା ୱିଣ୍ଡୋରେ ଦେଖାଯାଏ। | |||||||||||
ୱିଣ୍ଡୋରେ ଥିବା ଆପ୍/ମେନ୍ୟୂ ବାର୍। ୱିଣ୍ଡୋରେ ଥିବା ଆପ୍ କିମ୍ବା ଷ୍ଟେଜ୍ ପରିଚାଳକ ଚାଲୁ ଅଛି ଏବଂ ସ୍କ୍ରୀନ୍ର ଶୀର୍ଷରେ ଏକ ମେନ୍ୟୂ ବାର୍ ଉପଲବ୍ଧ ଅଛି। | |||||||||||
ମୀଡିଆ
ସ୍ଥିତି ଆଇକନ୍ | ଏହାର ଅର୍ଥ କ’ଣ | ||||||||||
|---|---|---|---|---|---|---|---|---|---|---|---|
ହେଡ୍ଫୋନ୍ ସଂଯୁକ୍ତ ହୋଇଛି। iPad Bluetooth® ହେଡ୍ଫୋନ୍ ସହିତ ପେୟର୍ ହୋଇଛି ଯାହା Bluetooth ରେଞ୍ଜ୍ ମଧ୍ଯରେ ଏବଂ ଚାଲୁ ଅଛି। Bluetooth ଆକ୍ସେସରି ସହିତ iPad ସଂଯୋଗ କରନ୍ତୁ ଦେଖନ୍ତୁ। | |||||||||||
AirPlay। AirPlay ଚାଲୁ ଅଛି। ”Apple TV 4K କିମ୍ବା ସ୍ମାର୍ଟ୍ TV ରେ ୱାୟର୍ଲେସ୍ ଭାବରେ ଭିଡିଓ ଓ ଫଟୋ ଷ୍ଟ୍ରୀମ୍ କରନ୍ତୁ” ଦେଖନ୍ତୁ। | |||||||||||
ଆକ୍ସେସିବିଲିଟି
ସ୍ଥିତି ଆଇକନ୍ | ଏହାର ଅର୍ଥ କ’ଣ | ||||||||||
|---|---|---|---|---|---|---|---|---|---|---|---|
ଭଏସ୍ କଣ୍ଟ୍ରୋଲ୍। ଭଏସ୍ କଣ୍ଟ୍ରୋଲ୍ ଚାଲୁ ଅଛି, ଏବଂ ଆପଣ iPad ସହିତ ଇଣ୍ଟରାକ୍ଟ୍ କରିବା ପାଇଁ ଭଏସ୍ କଣ୍ଟ୍ରୋଲ୍ ବ୍ଯବହାର କରିପାରିବେ। | |||||||||||
RTT। RTT ଚାଲୁ ଅଛି। ସେଟ୍ ଅପ୍ କରନ୍ତୁ ଏବଂ RTT ବ୍ୟବହାର କରନ୍ତୁ। | |||||||||||