MiniPlayer

ସ୍କ୍ରୀନ୍‌ର ନିମ୍ନରେ ଥିବା ଫ୍ଲୋଟିଂ କଣ୍ଟ୍ରୋଲ୍ ଯାହା ସମ୍ପ୍ରତି କ’ଣ ଚାଲୁଛି ତାହା ଦେଖାଏ। ଆପ୍ ଉପରେ ନିର୍ଭର କରି, ଆପଣ MiniPlayer ବ୍ୟବହାର କରି ଅଡିଓ ଚଲାଇ ପାରିବେ କିମ୍ବା ପଜ୍ କରିପାରିବେ, ପରବର୍ତ୍ତୀ ଟ୍ରାକ୍‌କୁ ଯାଇପାରିବେ, 15 ସେକେଣ୍ଡ୍ ପଛକୁ ଯାଇପାରିବେ କିମ୍ବା 30 ସେକେଣ୍ଡ୍ ଫର୍‌ୱର୍ଡ୍ କରିପାରିବେ। “ବର୍ତ୍ତମାନ ଚାଲୁଥିବା ସ୍କ୍ରୀନ୍” ଖୋଲିବାକୁ ଏହାକୁ ଟାପ୍ କରନ୍ତୁ।

ଲାଇବ୍ରେରି ସ୍କ୍ରୀନ୍, ନିମ୍ନରେ MiniPlayer ଦେଖାଉଛି। MiniPlayer ର ଚାଲୁଥିବା ଗୀତର ଶୀର୍ଷକ ଦେଖାଉଛି। “ପଜ୍ କରନ୍ତୁ” ଏବଂ “ପରବର୍ତ୍ତୀ ଟ୍ରାକ୍” ବଟନ୍ ଗୀତର ଶୀର୍ଷକର ଡାହାଣ ପଟେ ଅଛି। “ବର୍ତ୍ତମାନ ଚାଲୁଥିବା ସ୍କ୍ରୀନ୍” ଖୋଲିବାକୁ MiniPlayer ରେ ଟାପ୍ କରନ୍ତୁ।