iPhone 12

iPhone 12 ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍ ଫୀଚର୍‌ର ଲୋକେଶନ୍ ଜାଣନ୍ତୁ।

iPhone 12 ର ସାମ୍ନା ପଟ ଦୃଶ୍ଯ। ସାମ୍ନା କ୍ୟାମେରା ଶୀର୍ଷ ଭାଗର ମଝିରେ ଅଛି। ପାର୍ଶ୍ବ ବଟନ୍ ଡାହାଣ ପାର୍ଶ୍ବରେ ଅଛି। Lightning କନେକ୍ଟର୍ ନିମ୍ନରେ ଅଛି। ବାମ ପାର୍ଶ୍ୱରେ, ନିମ୍ନରୁ ଶୀର୍ଷ ପର୍ଯ୍ଯନ୍ତ SIM ଟ୍ରେ, ଭଲ୍ଯୂମ୍ ବଟନ୍ ଏବଂ ରିଂ/ସାଇଲେଣ୍ଟ୍ ସ୍ବିଚ୍ ଅଛି।

1 ସାମ୍ନା କ୍ଯାମେରା

2 ସାଇଡ୍ ବଟନ୍

3 Lightning କନେକ୍ଟର୍

4 SIM ଟ୍ରେ

5 ଭଲ୍ଯୂମ୍ ବଟନ୍

6 ରିଂ/ସାଇଲେଣ୍ଟ୍ ସ୍ବିଚ୍

iPhone 12 ର ପଛପଟ ଦୃଶ୍ଯ। ପଛ କ‍୍ୟାମେରା ଓ ଫ୍ଲାଶ୍ ଶୀର୍ଷ ବାମରେ ଅଛି।

7 ପଛ କ‍୍ୟାମେରା

8 ଫ୍ଲାଶ୍