ଆପ୍ ସ୍ୱିଚର୍ ଖୋଲନ୍ତୁ

  • Face ID ଥିବା iPhone ରେ: ତଳ ଧାରରୁ ଉପରକୁ ସ୍ୱାଇପ୍ କରନ୍ତୁ ଏବଂ ସ୍କ୍ରୀନ୍ ମଝିରେ ପଜ୍ କରନ୍ତୁ।

  • ହୋମ୍ ବଟନ୍ ଥିବା iPhone ରେ: ହୋମ୍ ବଟନ୍ ଉପରେ ଡବଲ୍-କ୍ଲିକ୍ କରନ୍ତୁ।