ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  • Face ID ସହିତ ଏକ iPhone ରେ: ସ୍କ୍ରୀନ୍‌ର ତଳ ଧାରରୁ ଉପରକୁ ସ୍ୱାଇପ୍ କରନ୍ତୁ।

  • ଏକ ହୋମ୍ ବଟନ୍ ସହିତ ଏକ iPhone ରେ: ହୋମ୍ ବଟନ୍ ଦବାନ୍ତୁ।