ସ୍କ୍ରୀନ୍ ଟାଇମ୍ ଚାଲୁ କରନ୍ତୁ

  1. ସେଟିଂସ୍ > ସ୍କ୍ରୀନ୍‌ ଟାଇମ୍‌କୁ ଯାଆନ୍ତୁ।

  2. “ଆପ୍ ଓ ୱେବ୍‌ସାଇଟ୍ ଆକ୍ଟିଭିଟି”ରେ ଟାପ୍‌ କରନ୍ତୁ, ତା’ପରେ “ଆପ୍ ଓ ୱେବ୍‌ସାଇଟ୍ ଆକ୍ଟିଭିଟି ଚାଲୁ କରନ୍ତୁ”ରେ ଟାପ୍‌ କରନ୍ତୁ।