Apple Pay

ଆପଣଙ୍କ Apple ଡିଭାଇସ୍ ବ୍ଯବହାର କରି ନିଜ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ୍‌ରେ ପେମେଣ୍ଟ୍ କରିବା ପାଇଁ ଏକ ସୁରକ୍ଷିତ ଏବଂ ପ୍ରାଇଭେଟ୍ ଉପାୟ। ଆପଣଙ୍କ iPhone, iPad, Mac, Apple Watch ଏବଂ Apple Vision Pro ରେ ଆପଣଙ୍କ କ୍ରେଡିଟ୍, ଡେବିଟ୍ କିମ୍ବା ପ୍ରିପେଡ୍ କାର୍ଡ୍ ଯୋଡ଼ି ଆରମ୍ଭ କରନ୍ତୁ।