ଆପଣଙ୍କ iPhone ରେ Handoff ଚାଲୁ କରନ୍ତୁ

ସେଟିଂସ୍ > ସାଧାରଣ > AirPlay ଓ କଣ୍ଟିନ୍ଯୁଇଟିକୁ ଯାଆନ୍ତୁ, ତା’ପରେ Handoff ଚାଲୁ କରନ୍ତୁ।