Handoff ଚାଲୁ କରନ୍ତୁ
- ଏକ iPhone କିମ୍ବା iPadରେ: ସେଟିଂସ୍  > ସାଧାରଣ > AirPlay ଓ କଣ୍ଟିନ୍ଯୁଇଟିକୁ ଯାଆନ୍ତୁ, ତା’ପରେ Handoff ଚାଲୁ କରନ୍ତୁ। > ସାଧାରଣ > AirPlay ଓ କଣ୍ଟିନ୍ଯୁଇଟିକୁ ଯାଆନ୍ତୁ, ତା’ପରେ Handoff ଚାଲୁ କରନ୍ତୁ।
- macOS 13 କିମ୍ବା ପରବର୍ତ୍ତୀ ଭର୍ଶନ୍ ଥିବା Macରେ: Apple ମେନ୍ଯୁ  > ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ସାଇଡ୍ ବାର୍ରେ ଥିବା “ସାଧାରଣ” ଉପରେ କ୍ଲିକ୍ କରନ୍ତୁ, “AirDrop ଏବଂ Handoff” ଉପରେ କ୍ଲିକ୍ କରନ୍ତୁ, ତା’ପରେ “ଏହି Mac ଏବଂ ଆପଣଙ୍କ iCloud ଡିଭାଇସ୍ ମଧ୍ଯରେ Handoffକୁ ଅନୁମତି ଦିଅନ୍ତୁ” ଚାଲୁ କରନ୍ତୁ। > ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ସାଇଡ୍ ବାର୍ରେ ଥିବା “ସାଧାରଣ” ଉପରେ କ୍ଲିକ୍ କରନ୍ତୁ, “AirDrop ଏବଂ Handoff” ଉପରେ କ୍ଲିକ୍ କରନ୍ତୁ, ତା’ପରେ “ଏହି Mac ଏବଂ ଆପଣଙ୍କ iCloud ଡିଭାଇସ୍ ମଧ୍ଯରେ Handoffକୁ ଅନୁମତି ଦିଅନ୍ତୁ” ଚାଲୁ କରନ୍ତୁ।
- macOS 12.5 ଥିବା Mac କିମ୍ବା ପୂର୍ବବର୍ତ୍ତୀ ଭର୍ଶନ୍ରେ: Apple ମେନ୍ଯୁ 