Apple Intelligence ଚାଲୁ କରନ୍ତୁ
ଯଦି Apple Intelligence ବନ୍ଦ ଅଛି, ତେବେ ଆପଣ ଏହାକୁ ଚାଲୁ କରିପାରିବେ।
ସେଟିଂସ୍
> Apple Intelligence ଓ Siri କୁ ଯାଆନ୍ତୁ।ନିମ୍ନୋକ୍ତ ମଧ୍ୟରୁ ଗୋଟିଏ କାର୍ଯ୍ଯ କରନ୍ତୁ:
Apple Intelligence ର ପାର୍ଶ୍ୱରେ ଥିବା ବଟନ୍ରେ ଟାପ୍ କରନ୍ତୁ।
Apple Intelligence ରେ ଟାପ୍ କରନ୍ତୁ।
ଆପଣ ଦେଖୁଥିବା ବିକଳ୍ପଟି ଆପଣଙ୍କ ପାଖରେ ଥିବା iOS ର ଭର୍ଶନ୍ ଏବଂ ଯଦି ଆପଣ ପୂର୍ବରୁ Apple Intelligence ସେଟ୍ ଅପ୍ କରିଛନ୍ତି, ତେବେ ତାହା ଉପରେ ଆଧାରିତ।
ଧ୍ୟାନ ଦିଅନ୍ତୁ: Apple Intelligence ଆପଣଙ୍କ ଡିଭାଇସ୍ ଏବଂ ଭାଷା ପାଇଁ ଉପଲବ୍ଧ ଅଛି କି ନାହିଁ ଯାଞ୍ଚ କରିବା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।