ତ୍ବରିତ କାର୍ଯ‍୍ୟ ମେନ‍୍ୟୂ

ଆପଣ ହୋମ୍ ସ୍କ୍ରୀନ୍ କିମ୍ବା ଲକ୍ ସ୍କ୍ରୀନ୍‌ରେ କୌଣସି ଆଇଟମ୍ ସ୍ପର୍ଶ କରି ହୋଲ୍ଡ୍ କରିବା ସମୟରେ ଖୋଲୁଥିବା ବିକଳ୍ପଗୁଡ଼ିକର ଏକ ଲିଷ୍ଟ୍।