iPhone 11 Pro

iPhone 11 Pro ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍ ଫୀଚର୍‌ର ଲୋକେଶନ୍ ଜାଣନ୍ତୁ।

iPhone 11 Pro ର ସାମ୍ନା ପଟ ଦୃଶ୍ଯ। ସାମ୍ନା କ୍ୟାମେରା ଶୀର୍ଷ ଭାଗର ମଝିରେ ଅଛି। ଡାହାଣ ପାର୍ଶ୍ୱରେ, ଶୀର୍ଷରୁ ନିମ୍ନ ପର୍ଯ୍ଯନ୍ତ, ସାଇଡ୍ ବଟନ୍ ଏବଂ SIM ଟ୍ରେ ଅଛି। ନିମ୍ନରେ Lightning କନେକ୍ଟର୍ ଅଛି। ବାମ ପାର୍ଶ୍ୱରେ, ନିମ୍ନରୁ ଶୀର୍ଷ ପର୍ଯ୍ଯନ୍ତ ଭଲ୍ଯୂମ୍ ବଟନ୍ ଏବଂ ରିଂ/ସାଇଲେଣ୍ଟ୍ ସ୍ବିଚ୍ ଅଛି।

1 ସାମ୍ନା କ୍ଯାମେରା

2 ସାଇଡ୍ ବଟନ୍

3 SIM ଟ୍ରେ

4 Lightning କନେକ୍ଟର୍

5 ଭଲ୍ଯୂମ୍ ବଟନ୍

6 ରିଂ/ସାଇଲେଣ୍ଟ୍ ସ୍ବିଚ୍

iPhone 11 Pro ର ପଛପଟ ଦୃଶ୍ଯ। ପଛ କ‍୍ୟାମେରା ଓ ଫ୍ଲାଶ୍ ଶୀର୍ଷ ବାମରେ ଅଛି।

7 ପଛ କ‍୍ୟାମେରା

8 ଫ୍ଲାଶ୍