“ଖୋଜାଖୋଜି” ନେଟ୍‌ୱର୍କ୍‌କୁ ସମର୍ଥନ କରୁଥିବା AirPods

  • AirPods 3

  • AirPods 4 (ଉଭୟ ମଡେଲ୍)

  • AirPods Pro (ସମସ୍ତ ଜେନେରେଶନ୍)

  • AirPods Max

ଆପଣଙ୍କ AirPods ପାଇଁ “ଖୋଜାଖୋଜି ନେଟ୍‌ୱର୍କ୍” କିପରି ଚାଲୁ କରିବେ ସେ ବିଷୟରେ ଅଧିକ ସୂଚନା ପାଇଁ AirPods ୟୁଜର୍ ଗାଇଡ୍‌ରେ ଖୋଜାଖୋଜି ନେଟ୍‌ୱର୍କ୍” ଚାଲୁ କରନ୍ତୁ