ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ
ଆପଣଙ୍କ iPad ପ୍ରଥମେ ଚାଲୁ କଲେ ଦେଖାଯାଉଥିବା ସେଟ୍ ଅପ୍‌ ସ୍କ୍ରୀନ୍।

ଆରମ୍ଭ କରନ୍ତୁ

ଆପଣଙ୍କ ନୂଆ iPadର ବ୍ୟବହାର ଆରମ୍ଭ କରିବା ପୂର୍ବରୁ କିଛି ମୌଳିକ ଫୀଚର୍ ସେଟ୍ ଅପ୍ କରନ୍ତୁ।

ସେଟ୍ଅପ୍ ବିଷୟରେ ସାଧାରଣ ଧାରଣା

ଏକ କଷ୍ଟମାଇଜ୍ ହୋଇଥିବା iPad ଲକ୍ ସ୍କ୍ରୀନ୍।

ଏକ ପର୍ସନଲ୍‌ ଟଚ୍‌ ଯୋଡ଼ନ୍ତୁ

ଆପଣଙ୍କର iPad ଆପଣଙ୍କ ଷ୍ଟାଇଲ୍, ଆଗ୍ରହ ଏବଂ ଡିସ୍‌ପ୍ଲେ ପ୍ରାଥମିକତା ପ୍ରତିଫଳିତ କରିପାରେ। ଲକ୍ ସ୍କ୍ରୀନ୍ କଷ୍ଟମାଇଜ୍ କରନ୍ତୁ, ହୋମ୍ ସ୍କ୍ରୀନ୍‌ରେ ୱିଜେଟ୍ ଯୋଡ଼ନ୍ତୁ, ଟେକ୍ସ୍‌ଟ୍ ଆକାର ଆଡ୍‌ଜଷ୍ଟ୍ କରନ୍ତୁ ଇତ୍ଯାଦି।

ଆପଣଙ୍କର iPadକୁ ନିଜର କରନ୍ତୁ

ସ୍କ୍ରୀନ୍‌ରେ ଦୁଇଟି ଭିନ୍ନ ଆପ୍‌ ଖୋଲା ଥିବା iPad

iPad ସହିତ ମଲ୍ଟିଟାସ୍କ୍

ଏକାଧିକ ଆପ୍ ଏବଂ ୱିଣ୍ଡୋ ସାହାଯ‍୍ୟରେ କାର୍ଯ‍୍ୟ କରିବା ବିଷୟରେ ଜାଣନ୍ତୁ।

iPad ରେ ଆପଣଙ୍କ ଓ୍ବର୍କ୍‌ଫ୍ଲୋକୁ ଷ୍ଟ୍ରୀମ୍‌ଲାଇନ୍‌ କରନ୍ତୁ

ଗଛର ଡ୍ରଇଂ ଏବଂ ତଳେ ଡ୍ରଇଂ ଟୁଲ୍ ସହିତ ଏକ Freeform ବୋର୍ଡ୍‌।

ଆପଣଙ୍କ ସୃଜନଶୀଳତାକୁ ବଢ଼ାନ୍ତୁ

Apple Pencil ଦ୍ବାରା ନିଜକୁ ପ୍ରକାଶ କରିବାର ନୂଆ ଉପାୟଗୁଡ଼ିକ ଖୋଜନ୍ତୁ।

Apple Pencil ରେ ଅଧିକ କାର୍ଯ‍୍ୟ କରନ୍ତୁ

iPad ୟୂଜର୍ ଗାଇଡ୍ ଏକ୍ସ୍‌ପ୍ଲୋର୍ କରିବାକୁ, ପୃଷ୍ଠାର ଶୀର୍ଷରେ ଥିବା ବିଷୟସୂଚୀରେ କ୍ଲିକ୍ କରନ୍ତୁ କିମ୍ବା ସର୍ଚ୍ଚ୍ ଫୀଲ୍ଡ୍‌ରେ ଏକ ଶବ୍ଦ କିମ୍ବା ବାକ୍ୟାଂଶ ଲେଖନ୍ତୁ।

ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।