iPad Pro 11-ଇଞ୍ଚ୍ (1ମ ଜେନରେଶନ୍)

iPad Pro 11-ଇଞ୍ଚ୍‌ (1ମ ଜେନରେଶନ୍)ରେ କ‍୍ୟାମେରା, ବଟନ୍ ଏବଂ ଅନ୍ଯ ଆବଶ୍ଯକୀୟ ହାର୍ଡ୍‌ୱେୟର୍ ଫୀଚର୍‌ଗୁଡ଼ିକର ଲୋକେଶନ୍ ଜାଣନ୍ତୁ।

ଶୀର୍ଷ କେନ୍ଦ୍ରରେ ସାମ୍ନା କ୍ୟାମେରାକୁ କଲ୍ ଆଉଟ୍ ସହିତ iPad Proର ସାମ୍ନା ଭ୍ଯୂ, ଶୀର୍ଷ ଡାହାଣ ପାର୍ଶ୍ବରେ ଶୀର୍ଷ ବଟନ୍ ଏବଂ ଡାହାଣ ପାର୍ଶ୍ବରେ ଭଲ‍୍ୟୂମ୍ ବଟନ୍ ଅଛି।

1 ସାମ୍ନା କ‍୍ୟାମେରା

2 ଶୀର୍ଷ ବଟନ୍‌

3 ଭଲ୍ୟୂମ୍‌ ବଟନ୍‌

ପଛ କ‍୍ୟାମେରାରେ କଲ୍‌ଆଉଟ୍ ସହିତ iPad Pro ର ବ୍ଯାକ୍ ଭ୍ଯୂ ଏବଂ ଶୀର୍ଷ ବାମ ପାର୍ଶ୍ବରେ ଫ୍ଲାଶ୍‌, Smart Connector ଏବଂ ନିମ୍ନ କେନ୍ଦ୍ରରେ USB-C କନେକ୍ଟର୍, ନିମ୍ନ ବାମ ପାର୍ଶ୍ବରେ SIM ଟ୍ରେ (Wi-Fi + Cellular) ଏବଂ ବାମ ପାର୍ଶ୍ବରେ Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍।

4 ରିଅର୍‌ କ‍୍ୟାମେରା

5 ଫ୍ଲାଶ୍‌

6 Smart Connector

7 USB-C କନେକ୍ଟର୍‌

8 SIM ଟ୍ରେ (Wi-Fi + cellular)

9 Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍