eSIM ସମର୍ଥନ କରୁଥିବା ମଡେଲ୍ଗୁଡ଼ିକ
iPad mini (5ମ ଏବଂ ପରବର୍ତ୍ତୀ ଜେନରେଶନ୍)
iPad mini (A17 Pro)
iPad (7ମ ଏବଂ ପରବର୍ତ୍ତୀ ଜେନରେଶନ୍)
iPad (A16)
iPad Air (3ୟ ଏବଂ ପରବର୍ତ୍ତୀ ଜେନରେଶନ୍)
iPad Air 11-ଇଞ୍ଚ୍ (M2 ଏବଂ M3)
iPad Air 13-ଇଞ୍ଚ୍ (M2 ଏବଂ M3)
iPad Pro 11-ଇଞ୍ଚ୍ (1ମ, 2ୟ, 3ୟ ଏବଂ 4ର୍ଥ ଜେନେରେଶନ୍)
iPad Pro 11-ଇଞ୍ଚ୍ (M4 ଓ M5)
iPad Pro 12.9-ଇଞ୍ଚ୍ (3ୟ ଏବଂ ପରବର୍ତ୍ତୀ ଜେନରେଶନ୍)
iPad Pro 13-ଇଞ୍ଚ୍ (M4 ଓ M5)
ଧ୍ୟାନ ଦିଅନ୍ତୁ: ମୋବାଇଲ୍ ନେଟ୍ୱର୍କ୍ ଡେଟା ପ୍ଲାନ୍କୁ ପୃଥକ ଭାବରେ କ୍ରୟ କରାଯିବା ଆବଶ୍ୟକ। ଆପଣ କ୍ରୟ କରୁଥିବା ମଡେଲ୍ କନ୍ଫିଗରେଶନ୍ ନିର୍ଦ୍ଦିଷ୍ଟ ମୋବାଇଲ୍ ନେଟ୍ୱର୍କ୍ ଟେକ୍ନୋଲୋଜିକୁ ସମର୍ଥନ କରିବ। ମୋବାଇଲ୍ ଡେଟା ପ୍ଲାନ୍ର ସୁସଙ୍ଗତତା ଓ ଉପଲବ୍ଧତା ପାଇଁ ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀଙ୍କ ସହ ଯାଞ୍ଚ କରନ୍ତୁ। ସମସ୍ତ ନେଟ୍ଓ୍ବର୍କ୍ ପ୍ରଦାନ।କାରୀ eSIM ସମର୍ଥନ କରନ୍ତି ନାହିଁ।