କୋଲାବରେଟିଭ୍ ପ୍ଲେଲିଷ୍ଟ୍
A collection of media (such as songs or videos) that’s shared with others in order to collaborate. ଯେଉଁ ବ୍ଯକ୍ତି ପ୍ଲେଲିଷ୍ଟ୍ ତିଆରି ଏବଂ ଶେୟର୍ କରନ୍ତି, ତାଙ୍କୁ ମାଲିକ କୁହାଯାଏ। ସମସ୍ତେ ପ୍ଲେଲିଷ୍ଟ୍ରେ ମ୍ଯୁଜିକ୍ ଯୋଡ଼ିପାରିବେ, କାଢ଼ି ପାରିବେ ଏବଂ ପୁଣି କ୍ରମରେ ସଜାଇ ପାରିବେ ଏବଂ ଗୀତକୁ ଇମୋଜି ମାଧ୍ୟମରେ ପ୍ରତିକ୍ରୟା ଦେଇପାରିବେ।