ଫିଜିକଲ୍ SIMକୁ ସମର୍ଥନ କରୁଥିବା ମଡେଲ୍

  • iPad mini (5ମ ଏବଂ ପରବର୍ତ୍ତୀ ଜେନରେଶନ୍)

  • iPad (7ମ, 8ମ, 9ମ ଏବଂ 10ମ ଜେନେରେଶନ୍)

  • iPad Air (3ୟ, 4ର୍ଥ ଏବଂ 5ମ ଜେନେରେଶନ୍)

  • iPad Pro 11-ଇଞ୍ଚ୍‌ (1ମ, 2ୟ, 3ୟ ଏବଂ 4ର୍ଥ ଜେନେରେଶନ୍)

  • iPad Pro 12.9-ଇଞ୍ଚ୍‌ (3ୟ, 4ର୍ଥ, 5ମ ଏବଂ 6ଷ୍ଠ ଜେନେରେଶନ୍)

ଧ‍୍ୟାନ ଦିଅନ୍ତୁ: ସମସ୍ତ ନେଟ୍‌ଓ୍ବର୍କ୍‌ ପ୍ରଦାନକାରୀ ଫିଜିକଲ୍ SIM ସମର୍ଥନ କରନ୍ତି ନାହିଁ। ଅଧିକ ବିବରଣୀ ପାଇଁ ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।