Apple Creator Studio

Apple ପ୍ରଡକ୍ଟିଭିଟି ଆପ୍ ପାଇଁ ପ୍ରୀମିଅମ୍ କଣ୍ଟେଣ୍ଟ୍ ଓ ଫୀଚର୍ ସହିତ ଭିଡିଓ, ମ୍ୟୂଜିକ୍ ଓ କ୍ରିଏଟିଭ୍ ଇମେଜିଂ ଆପ୍‌ର ଏକ ସବ୍‌ସ୍କ୍ରିପ୍ସନ୍-ଆଧାରିତ ସଂଗ୍ରହ। Apple Creator Studio ରେ ନିମ୍ନୋକ୍ତଗୁଡ଼ିକ ଅନ୍ତର୍ଭୁକ୍ତ:

Apple ଭିଡିଓ ଆପ୍‌

  • Final Cut Pro (Mac, iPad)

  • Motion (Mac)

  • Compressor (Mac)

Apple ମ୍ଯୂଜିକ୍ ଆପ୍‌

  • Logic Pro (Mac, iPad)

  • MainStage (Mac)

Apple କ୍ରିଏଟିଭ୍ ଇମେଜିଂ ଆପ୍‌

  • Pixelmator Pro (Mac, iPad)

Apple ପ୍ରଡକ୍ଟିଭିଟି ଆପ୍ ଫୀଚର୍ ଓ କଣ୍ଟେଣ୍ଟ୍

Apple Creator Studio ସବ୍‌ସ୍କ୍ରିପ୍ସନ୍ ନିମ୍ନୋକ୍ତଗୁଡ଼ିକରେ ପ୍ରୀମିଅମ୍ କଣ୍ଟେଣ୍ଟ୍ ଓ ଫୀଚର୍ ମଧ୍ୟ ଅନ୍‌ଲକ୍ କରେ:

  • Keynote (Mac, iPhone, iPad)

  • Pages (Mac, iPhone, iPad)

  • Numbers (Mac, iPhone, iPad)

  • Freeform (Mac, iPhone, iPad)

ଅଧିକ ଜାଣିବା ପାଇଁ, Apple Creator Studio ୱେବ୍‌ପୃଷ୍ଠା ଦେଖନ୍ତୁ।